ଲଗାତାର PIL କରୁଥିବା NGOଙ୍କୁ ସୁପ୍ରିମକୋର୍ଟ କହିଲେ ‘ଅବମାନନାର ଦୋଷୀ’, ସମ୍ପତ୍ତିରୁ ଜରିମନା ବାବଦ ରାଶି ଆଦାୟ ଲାଗି ନିର୍ଦ୍ଦେଶ
ନୂଆଦିଲ୍ଲୀ ୨୯।୯: ଲଗାତାର ଆଧାରହୀନ ଜନସ୍ୱାର୍ଥ ମୋକଦ୍ଦମା (ପିଆଇଏଲ) ରୁଜୁ କରୁଥିବା ସ୍ୱେଚ୍ଛାସେବୀ ସଙ୍ଗଠନ (ଏନଜିଓ)ଙ୍କୁ ସୁପ୍ରିମକୋର୍ଟ ବୁଧବାର ‘ଅବମାନନାର ଦୋଷୀ’ ବୋଲି କହିଛନ୍ତି। ଏନଜିଓ ସୁରାଜ
Read more