ଗୃହରେ ୨ଟି କ୍ରିମିନାଲ୍ କେସ୍ ଆଣୁଛି ବିଜେପି, କାହାକୁ ଦୋଷୀ ସାବ୍ୟସ୍ତ କରିବେ ନିଜେ ନେଉଛନ୍ତି ନିଷ୍ପତ୍ତି : ପ୍ରମିଳା ମଲ୍ଲିକ
ଭୁବନେଶ୍ବର ୨।୯: ବିଜେପି ସବୁ ଅଧିବେଶନରେ ଦୁଇଟି କ୍ରିମିନାଲ କେସ୍ ଗୃହକୁ ଆଣିଛନ୍ତି। ସେମାନେ ନିଜେ କୋର୍ଟ, ନିଜେ ପକ୍ଷ, ନିଜେ ଜଜ୍ ହୋଇଯାଉଛନ୍ତି । କାହାକୁ ଦୋଷୀ
Read more