ଶିକ୍ଷାଗୁରୁ ଉପେନ୍ଦ୍ରନାଥ ପ୍ରଧାନଙ୍କ ନାତି ବିୟୋଗ

ସୋର : ବାଲେଶ୍ୱର ଜିଲ୍ଲା ସୋର ବ୍ଲକ କେଦାରପୁର ପଞ୍ଚାୟତ ଘାସୁଆ ଗାଁର ଶିକ୍ଷାଗୁରୁ ଉପେନ୍ଦ୍ର ପ୍ରଧାନଙ୍କ ନାତି ଶରତଚନ୍ଦ୍ର ପ୍ରଧାନଙ୍କ ଅକାଳ ବିୟୋଗ ହୋଇଛି ।

Read more

ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସମୀକ୍ଷା: ସ୍ଥିତି ନିୟନ୍ତ୍ରଣାଧୀନ, ଭୟଭୀତ ନ ହେବାକୁ ଲୋକଙ୍କୁ ଦେଲେ ପରାମର୍ଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ କୋଭିଡ-୧୯ ରୋଗ ନିୟନ୍ତ୍ରଣ ସମ୍ପର୍କରେ ସମୀକ୍ଷା କରି କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ସଂପୂର୍ଣ୍ଣ ନିୟନ୍ତ୍ରଣରେ ଅଛି

Read more

ସ୍ୱତନ୍ତ୍ର ହେବ ଚଳିତ ବର୍ଷର ବିଟିଂ ରିଟ୍ରିଟ୍ ଉତ୍ସବ, ବିଜୟ ଚୌକରେ ୧୦୦୦ ଡ୍ରୋନ କରିବେ ଶକ୍ତି ପ୍ରଦର୍ଶନ

ନୂଆଦିଲ୍ଲୀ,୧୮/୦୧ ଚଳିତ ବର୍ଷ ଗଣତନ୍ତ୍ର ଦିବସ ଉତ୍ସବ ପରେ ୨୯ ତାରିଖରେ ହେବାକୁ ଥିବା ବିଟିଂ ରିଟ୍ରିଟ୍ (Beating Retreat Ceremony) ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି।

Read more

୭ ବର୍ଷର ସର୍ବୋଚ୍ଚ ସ୍ତରରେ କ୍ରୁଡ ଦର, ୨୦୧୪ ପରେ ଦ୍ୱିତୀୟବାର ବାରଲ ପିଛା ମୂଲ୍ୟ ହେଲା ୮୭ ଡଲାର

ଲଣ୍ଡନ ୧୮।୧: ଅନ୍ତର୍ଜାତୀୟ ବଜାରରେ ଅସୋଧିତ ତୈଳ ଦର ପୁଣି ବଢ଼ିଛି। ମଙ୍ଗଳବାର ବ୍ରେଣ୍ଟ କ୍ରୁଡ ବାରଲପିଛା ଦର ୮୭.୩୬ ଡଲାରରେ ପହଞ୍ଚିଥିବା ବେଳେ  ଅକ୍ଟୋବର ୨୦୧୪ ମସିହା

Read more

ନିଜକୁ ଥାନା ଆଇଆଇସି କହି ଲୋକଙ୍କୁ ଠକୁଛି ଯୁବକ, ଅଭିଯୁକ୍ତର ବାପାଙ୍କ ଠାରୁ ଟଙ୍କା ଆଦାୟ

ବୁର୍ଲା, ୧୮/୧: ବୁର୍ଲାରେ ବୁଲୁଛି ଫେକ୍ ପୋଲିସ ଅଫିସର | ନିଜକୁ ଆଇଆଇସି ବୋଲି ପରିଚୟ ଦେଇ ଲୋକଙ୍କଠାରୁ ଟଂକା ଠକେଇ କରିବା ସହ ବିଭିନ୍ନ କାମ

Read more

ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିଛି କେନ୍ଦ୍ର ସରକାରଙ୍କ ହୋର୍ଡିଙ୍ଗ ଏବଂ ପୋଷ୍ଟର, ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେଲା ବିଜେଡି

ଭୁବନେଶ୍ୱର, ୧୮/୧ : ଆଦର୍ଶ ଆଚରଣ ବିଧି ଲାଗୁ ସତ୍ତ୍ଵେ ରାଜ୍ୟରେ ଲାଗିଛି କେନ୍ଦ୍ର ସରକାରଙ୍କ ହୋଡୀଂ ଆଉ ପୋଷ୍ଟର। ଏହା ଆଦର୍ଶ ଆଚରଣ ବିଧିର ଖୋଲା

Read more

ନିର୍ବାଚନରେ ଡ୍ୟୁଟି କରିବା ପାଇଁ ଯାଉଥିବା ସମସ୍ତ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ପାଖେଇ ଆସିଲାଣି ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଜାରି ରହିଛି । ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ପଞ୍ଚାୟତ ନିର୍ବାଚନ

Read more

ଉଚ୍ଚଶିକ୍ଷା ବିଭାଗରେ ପାଠପଢ଼ା ଓ ପରୀକ୍ଷାକୁ ନେଇ ଦ୍ୱନ୍ଦ୍ୱ

ଭୁବନେଶ୍ବର : ପାଖାପଖି ଦୁଇ ବର୍ଷ ଧରି ଉଚ୍ଚଶିକ୍ଷାରେ ପରିବର୍ତ୍ତନ  ହୋଇଛି। ଦ୍ବିତୀୟ ଲହର ପରେ କରୋନା ସ୍ଥିତିରେ ଉନ୍ନତି ଆସିବା ସହ ପାଠପଢ଼ା ଓ ପରୀକ୍ଷା

Read more

୪ ବର୍ଷ ପରେ ଆସିଲା ରାୟ, ଗଣଦୁଷ୍କର୍ମ ଘଟଣାରେ ୨ ଅଭିଯୁକ୍ତଙ୍କୁ ଜେଲ୍‌ ଏବଂ ଜରିମାନା

ରାଇରଙ୍ଗପୁର ୧୮।୦୧ : ୪ ବର୍ଷ ପରେ ନ୍ୟାୟ ପାଇଲେ ପୀଡିତା । ରାଇରଙ୍ଗପୁର ଗଣଦୁଷ୍କର୍ମ ଘଟଣାରେ ଆସିଲା ରାୟ । ୨ ଅଭିଯୁକ୍ତଙ୍କୁ ୨୦ ବର୍ଷର

Read more