ସିବିଆଇରେ ହାଜର ହେଲେ ମହିମା ମିଶ୍ର ଓ ବଡପୁଅ, ସାନ ପୁଅ ଚର୍ଚ୍ଚିତ ମିଶ୍ର କୋର୍ଟ ଚାଲାଣ

ଭୁବନେଶ୍ୱର ୦୬/୦୮: PPLରେ ୨୫ ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲା । ଚର୍ଚ୍ଚିତ ମିଶ୍ରଙ୍କୁ କୋର୍ଟ ଚାଲାଣ କଲା ସିବିଆଇ । ସ୍ପେଶାଲ କୋର୍ଟରେ ହାଜର

Read more

ଆସନ୍ତା ୧୨ରେ ମୁଖ୍ୟମନ୍ତ୍ରୀଙ୍କ ମୟୁରଭଞ୍ଜ ଗସ୍ତ

ବାରିପଦା ୬।୮: ଆସନ୍ତା ୧୨ ତାରିଖରେ ମୟୂରଭଞ୍ଜ ଗସ୍ତରେ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଜିଲ୍ଲା ବିଜେଡ଼ି ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ ହୋଇଛି ।

Read more

ଖୁବ୍ ଶୀଘ୍ର ବୁଷ୍ଟର ଡୋଜ୍ ନେଇ ସୁସ୍ଥ ରହିବାକୁ ଓଡିଶାବାସୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ।ଭୁବନେଶ୍ବର ୬।୮: ଓଡ଼ିଶାର ଜନସାଧାରଣଙ୍କୁ ଭିଡ଼ିଓ ବାର୍ତ୍ତା ଜରିଆରେ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୋଭିଡ୍ ମହାମାରୀ ବିରୋଧୀ ଲଢ଼େଇକୁ ମଜବୁତ୍ କରିବା ପାଇଁ

Read more

ଆବାସ ପ୍ଲସ୍ ପୋର୍ଟାଲ ଖୋଲିବା ନେଇ କେନ୍ଦ୍ର ଗ୍ରାମୀଣ ଆବାସ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଭେଟିବା ପ୍ରସଙ୍ଗ : ପ୍ରତିକ୍ରିୟା ରଖିଲେ ଶିଳ୍ପ ମନ୍ତ୍ରୀ

ଭୁବନେଶ୍ବର ୬।୮: ଓଡ଼ିଶାର ଯୋଗ୍ୟ ହିତାଧିକାରୀଙ୍କ ଲାଗି ଆବାସ ପ୍ଲସ୍ ପୋର୍ଟାଲ ଖୋଲିବା ନେଇ କେନ୍ଦ୍ର ଗ୍ରାମୀଣ ଆବାସ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଭେଟିବା ପ୍ରସଙ୍ଗରେ ପ୍ରତିକ୍ରିୟା

Read more

ସ୍ବାଭିମାନ ଅଞ୍ଚଳରୁ ମାଓ ସାମଗ୍ରୀ ଠାବ, ସହିଦ ସପ୍ତାହ ବେଳେ ଠୁଳ କରିଥିଲେ ନକ୍ସଲ

ମାଲକାନଗିରି, ୦୬/୦୮: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରୁ ମାଓ ସାମଗ୍ରୀ ଠାବ । ଏସଓଜି, ଡିଭିଏଫ ଓ ବିଏସଏଫ ବାହିନୀର ମିଳିତ କମ୍ୱିଂ ଅପରେସନ ବେଳେ

Read more

ଭିଟାମାଟି ଅଧିକାର ମଞ୍ଚ ପକ୍ଷରୁ ଶ୍ରୀମନ୍ଦିର ଭକ୍ତ ନିବାସ ଆଗରେ ବିକ୍ଷୋଭ ପ୍ରଦର୍ଶନ

ପୁରୀ ୦୬/୦୮: ଶ୍ରୀମନ୍ଦିର ନୀଳାଦ୍ରି ଭକ୍ତ ନିବାସରେ ଆଜି ପରିଚାଳନା କମିଟି ବୈଠକ ପୂର୍ବରୁ ଭିଟାମାଟି ଅଧିକାର ମଞ୍ଚ ପକ୍ଷରୁ ଶ୍ରୀମନ୍ଦିର ଭକ୍ତ ନିବାସ ଆଗରେ ବିକ୍ଷୋଭ

Read more

ଦୁଇ ସହକର୍ମୀଙ୍କୁ ଗୁଳିକଲେ ସିଆଇଏସଏଫ ଯବାନ; ଘଟଣାସ୍ଥଳରେ ଜଣେ ମୃତ, ଅନ୍ୟ ଜଣେ ଆହତ

କୋଲକାତା ୦୬/୦୮: ପଶ୍ଚିମବଙ୍ଗର ରାଜଧାନୀ କେଲକାତାରେ ଇଣ୍ଡିଆନ ମ୍ୟୁଜିଅମରେ ଶନିବାର ଏକ ବଡ଼ ଅଘଟଣ ଘଟିଛି। ସେଠାରେ ନିୟୋଜିତ ଥିବା ଜଣେ ସିଆଇଏସଏଫ ଯବାନ ୨ଜଣ ସହକର୍ମୀଙ୍କୁ

Read more

ଡାବୁଗାଁ ବିଧାୟକଙ୍କ ମାନବିକତା, ଦୁର୍ଘଟଣାରେ ଆହତଙ୍କୁ ପହଞ୍ଚାଇଲେ ମେଡିକାଲ

ନବରଙ୍ଗପୁର,୦୬/୦୮: ଡାବୁଗାଁ ବିଧାୟକ ମନୋହର ରାନ୍ଧରୀଙ୍କ ମାନବିକତା । ସଡକ ଦୁର୍ଘଟଣାରେ ଛଟପଟ ହେଉଥିବା ତିନି ବାଇକ ଆରୋହୀଙ୍କୁ ନିଜ ଗାଡିରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ ଆଣି

Read more

କାଲି ନୀତି ଆୟୋଗ ବୈଠକ: ବୃତ୍ତିଗତ କର ଆଦାୟ ପାଇଁ କ୍ଷମତା ପୌର ସଂସ୍ଥାକୁ ହସ୍ତାନ୍ତର ହୋଇପାରେ

ଏଣିକି ବୃତ୍ତିଗତ କର ରାଜ୍ୟ ସରକାର ଆଦାୟ ନ କରି ପୌର ସଂସ୍ଥାଗୁଡ଼ିକୁ କ୍ଷମତା ହସ୍ତାନ୍ତର ହୋଇପାରେ। ଅର୍ବାନ ଲୋକାଲ ବଡ଼ିକୁ ଅଧିକ ଆର୍ଥିକ ସଶକ୍ତ କରିବା

Read more

କାଲି ରାତି ୧୦ଟାରେ ଭୁବନେଶ୍ୱର ପହଞ୍ଚିବେ ଗୃହମନ୍ତ୍ରୀ ଅମିତ ଶାହ

ଓଡ଼ିଶା ଆସିବେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ଦିନିକିଆ ଓଡ଼ିଶା ଗସ୍ତରେ ଆସି ଆସନ୍ତାକାଲି ରାତି ୧୦ଟାରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ୮ତାରିଖ ସକାଳେ ଲିଙ୍ଗରାଜ ମନ୍ଦିରରରେ

Read more