ସିନେମା ଘରେ ହେବ ମହାରାଣୀ ଏଲିଜାବେଥଙ୍କ ଅନ୍ତୋଷ୍ଟି କ୍ରିୟାର ସିଧା ପ୍ରସାରଣ, ସାରା ବ୍ରିଟେନ ରହିବ ନିରବ

ନୂଆଦିଲ୍ଲୀ: ଲଣ୍ଡନର ୱେଷ୍ଟମିନିଷ୍ଟରରେ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସୋମବାର ସକାଳେ ରାଜକୀୟ ଅନ୍ତୋଷ୍ଟି କରାଯିବ । ରାଜକୀୟ ଅନ୍ତୋଷ୍ଟି କାର୍ଯ୍ୟକ୍ରମର ପ୍ରସାରଣ ପାଇଁ ବ୍ରିଟେନର ବିଭିନ୍ନ ପାର୍କରେ

Read more

ସିଆଚିନ ଗ୍ଲାସିୟରରେ ଆରମ୍ଭ ହେଲା ଇଣ୍ଟରନେଟ ସେବା, ୧୯ ହଜାର ଫୁଟ୍ ଉଚ୍ଚରେ ସାଟେଲାଇଟ ଲଗାଇଲା ଭାରତୀୟ ସେନା

ନୂଆଦିଲ୍ଲୀ: ସିଆଚିନର ସୁଉଚ୍ଚ ପାହାଡରେ ମଧ୍ୟ ଏବେ ଇଣ୍ଟରନେଟ ବ୍ୟବହାର ସମ୍ଭବ। ଭାରତୀୟ ସେନାର ଫାୟର ଆଣ୍ଡ ଫ୍ୟୁରି କୋର ଅନୁସାରେ ସିଆଚିନ ସିଗ୍ରଲର୍ସ ଦ୍ୱାରା ସେପ୍ଟେମ୍ୱର

Read more

କୋଣାର୍କର ସୂର୍ଯ୍ୟ ମନ୍ଦିର ଚକା ଇଣ୍ଟରପୋଲ୍‌ ମହାସଭାର ଲୋଗୋ, ୨୫ ବର୍ଷ ପରେ ଭାରତରେ ହେବ ଆୟୋଜନ

ନୂଆଦିଲ୍ଲୀ: ଏଥର କୋଣାର୍କର ସୂର୍ଯ୍ୟ ମନ୍ଦିର ଚକା ଇଣ୍ଟରପୋଲ୍‌ ମହାସଭାର ଲୋଗୋ ହେବ। ୧୩ମ ଶତାବ୍ଦୀର ବିଶ୍ଵ ପ୍ରସିଦ୍ଧ କୌଣାର୍କର ସୂର୍ଯ୍ୟ ମନ୍ଦିର ରଥର ଚକାରୁ ପ୍ରେରିତ ଏଥର

Read more

ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗ; ୩ ଅବକାରୀ କର୍ମଚାରୀଙ୍କ ସହିତ ୭ ଗିରଫ

କୋରାପୁଟ ୧୮/୦୯: ଗଞ୍ଜେଇ ଚୋରା ଚାଲାଣରେ ଅଭିଯୋଗରେ ଅବକାରୀ ୩ କର୍ମଚାରୀ ଗିରଫ। ଏନେଇ ପଟାଙ୍ଗି ପୋଲିସ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛି। ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ

Read more

ସ୍ଵିଜରଲାଣ୍ଡର ଜାତୀୟ ରଗବୀ ଦଳରେ ଚୟନ ହେଲେ ଓଡିଆ ପୁଅ, ରାଜ୍ୟ ପାଇଁ ଆଣିଲେ ଗୌରବ

ଭୁବନେଶ୍ଵର: ରାଜ୍ୟ ପାଇଁ ଗୌରବ ଆଣିଲେ ଓଡିଆ ପୁଅ କବୀର ଦାସ। ସ୍ଵିଜରଲାଣ୍ଡ ରଗବୀ ଜାତୀୟ ଦଳ ପାଇଁ କବୀର ଚୟନ ହୋଇଛନ୍ତି। ସ୍ଵିଜରଲାଣ୍ଡ ଜାତୀୟ ଦଳରେ କବୀର

Read more

୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ ଘଟଣା; ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର ୧୮/୦୯: କେନ୍ଦୁଝରରେ ଶିଶୁ ମୃତ୍ୟୁ ମାମଲାରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ତଦନ୍ତ ନିର୍ଦ୍ଦେଶ। ସ୍ୱାସ୍ଥ୍ୟ ମନ୍ତ୍ରୀ  ପ୍ରତିକ୍ରିୟା ଦେଇ କହିଛନ୍ତି  ଶିଶୁମାନଙ୍କର  ଓଜନ କମ

Read more

ଫୁଲବାଣୀରେ ବିଜେପିର କାର୍ଯ୍ୟକାରିଣୀ ବୈଠକ; ମିଶ୍ରଣ ପର୍ବରେ ଯୋଗଦେଲେ ୩୦୦ ନୂଆ କର୍ମୀ

ଫୁଲବାଣୀ ୧୮/୦୯: ଫୁଲବାଣୀ ନଗର ମଣ୍ଡଳ ପକ୍ଷରୁ କାର୍ଯ୍ୟକାରିଣୀ ବୈଠକ ଓ ମିଶ୍ରଣ ପର୍ବ ମାଷ୍ଟ୍ରପଡାରେ ଥିବା ପାରିଜାତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି

Read more

ଦୀର୍ଘାୟୁ କାମନା କରି ପାଳନ ହେଲା ପୁଅ ଜିଉନ୍ତିଆ ଓଷା

ବଲାଙ୍ଗୀର ୧୮/୦୯: ପିଲାମାନଙ୍କର ମଙ୍ଗଳ ମନାସି ମା ସବୁବେଳେ ଭଗବାନଙ୍କ ପାଖପେ ପ୍ରାର୍ଥନା କରେ। ଏହି କ୍ରମରେ ପଶ୍ଚିମ ଓଡ଼ିଶାର ଏକ ନିଆରା ପରମ୍ପରା ପୁଅ ଜିଉଁତିଆ ପର୍ବ

Read more

ଭାଙ୍ଗିଲା କୁଖ୍ୟାତ ମଦ ବ୍ୟବସାୟୀ ଜ୍ଞାନର ମଦଭାଟି

ଭୋଗରାଇ: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରେ ଚୋରା ମଦ କାରବାର ଥମିବାର ନାଁ ନେଉନି। ପ୍ରତ୍ୟେକ ଗାଁର ଛକ ବଜାର ଏପରିକି ପାନ ଦୋକାନରେ ମଧ୍ୟ ମଦ ବିକ୍ରିହେଉଛି।

Read more

କେନ୍ଦୁଝର : ଚିକିତ୍ସା ଅଭାବରେ ୧୮ ଦିନରେ ୧୩ ଶିଶୁଙ୍କ ମୃତ୍ୟୁ

କେନ୍ଦୁଝର ୧୮/୦୯ : କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମାତୃ ଓ ଶିଶୁ ବିଭାଗରେ ଶିଶୁ  ମଡ଼କ। ଗତ ଚବିଶ ଘଣ୍ଟା ମଧ୍ୟ୍ୟରେ ୬ ଶିଶୁଙ୍କ ମୃତ୍ୟୁ ହୋଇଥିବା

Read more