ମୋଗାଦିଶୁରେ ଭୟଙ୍କର ବୋମା ବିସ୍ଫୋରଣ: ୧୦୦ ମୃତ

ନୂଆଦିଲ୍ଳୀ(୩୦/୧୦): ସୋମାଲିଆ ରାଜଧାନୀ ମୋଗାଦିଶୁରେ ସିରିଜ୍ ବୋମା ବିସ୍ଫାରଣ। ବିସ୍ଫୋରଣରେ ୧୦୦ ଜଣକ ମୃତ୍ୟୁ ହୋଇଛି। ଶନିବାର ଦ୍ବିପ୍ରହରରେ କ୍ୟାପିଟାଲ ସିଟି ମୋଗାଦିଶୁର ୨ ଭିନ୍ନ ଭିନ୍ନ

Read more

ମେଡ଼ିକାଲ କତ୍ତୃପକ୍ଷଙ୍କ ଦାୟିତ୍ୱହୀନତା, ଅପରେସନ ରୋଗୀ ବାରଣ୍ଡାରେ ପଡି ଛଟପଟ

ନୀଳଗିରି,୨୯/୧୦: ନୀଳଗିରି ବ୍ଲକ ବରହମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖାଦେଇଛି ବିକଳ ଚିତ୍ର। ଜନ୍ମ ନିୟନ୍ତ୍ରଣ ପାଇଁ ଆସିଥିବା ଶତାଧିକ ମହିଳାଙ୍କ ପାଇଁ ନାହିଁ କ୍ୟାମ୍ପର୍ ବ୍ୟବସ୍ଥା।

Read more

୬ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର, ୨୯/୧୦: ଭାରତୀୟ ପ୍ରଶାସନିକ ସେବା ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି । ୧୯୯୩ ବ୍ୟାଚ୍ ଆଇଏଏସ୍ ଦେଓରଞ୍ଜନ ସିଂଙ୍କୁ ଗୃହ ବିଭାଗର ପ୍ରମୁଖ ସଚିବ

Read more

୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୧ କୋଭିଡ୍ ପଜିଟିଭ୍

ଭୁବନେଶ୍ୱର ୩୦।୧୦: ରାଜ୍ୟରେ ଉପରତଳ ହେଉଛି କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Read more

ଶ୍ରମିକ କଂଗ୍ରେସରେ ଯୋଗଦେଲେ ୟୁନିଅନର ଶତାଧିକ ନେତା ଓ କର୍ମୀ

ଜଟଣୀ ୩୦।୧୦ : ଖୋର୍ଦ୍ଧାରୋଡ଼ ଶ୍ରମିକ କଂଗ୍ରେସରେ ଯୋଗୋଦେଲେ ଶ୍ରମିକ ୟୁନିଅନର ଶତାଧିକ ନେତା ଓ କର୍ମୀ। ଖୋର୍ଦ୍ଧାରୋଡ଼ ମଣ୍ଡଳର ମୁଖ୍ୟ କାର୍ଯ୍ୟାଳୟରେ ମିଶ୍ରଣ ପର୍ବ ଅନୁଷ୍ଠିତ

Read more

ଖାଲିଥିବା ପିଜି ସିଟ୍ ପୂରଣ ଲାଗି ବିଜ୍ଞପ୍ତି

ଭୁବ‌େ‌ନଶ୍ବର: ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟ ଏବଂ ମହାବିଦ୍ୟାଳୟଗୁଡ଼ିକରେ ଖାଲି ପଡ଼ିଥିବା ପିଜି ସିଟ୍ ଗୁଡ଼ିକରେ ନାମ ଲେଖାଇବା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପୁନର୍ବାର ବିଜ୍ଞପ୍ତି ପ୍ରକାଶ

Read more

୫ ଘଣ୍ଟାରୁ କମ୍‌ ନିଦ ସ୍ଵାସ୍ଥ୍ୟ ପାଇଁ ବିପଦ ହୋଇପାରେ

ଯଦି ଆପଣଙ୍କ ବୟସ ୫୦ ବର୍ଷରୁ ଅଧିକ, ତେବେ ପ୍ରତି ରାତିରେ ୫ ଘଣ୍ଟା କିମ୍ବା ତା’ଠୁ କମ୍‌ ସମୟର ନିଦ ଆପଣଙ୍କ ପାଇଁ ବିପଦପୂର୍ଣ୍ଣ ହୋଇପାରେ

Read more