ଦ୍ଵିତୀୟ ଥର ମାଆ ହେଲେ ଦେବିନା ବାନାର୍ଜୀ, ଘରକୁ ଆସିଲା ନହ୍ନୀ ପରୀ

ମୁମ୍ଵାଇ ୧୧।୧୦: ଦେବିନା ବାନାର୍ଜୀ ଏବଂ ଗୁରୁମିତ ଚୌଧୁରୀ ପୁଣି ଥରେ ପିତାମାତା ହେଲେ। ୭ ମାସ ପରେ ଦେବିନା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି।

Read more

ଝାଡଖଣ୍ଡରେ ଏବେ ସରକାରୀ ଚାକିରୀରେ ୭୭ ପ୍ରତିଶତ ସଂରକ୍ଷଣ, ସିଏମ ସୋରେନ କହିଲେ-ଲୋକଙ୍କ ‘ସୁରକ୍ଷା କବଚ’

ରାଞ୍ଚି: ଝାଡ଼ଖଣ୍ଡ ବିଧାନସଭାରେ ସଂରକ୍ଷଣକୁ ବଢାଇ ୭୭ ପ୍ରତିଶତ କରିବା ନେଇ ଏକ ବିଧେୟକ ଶୁକ୍ରବାର ପାରିତ ହୋଇଛି । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନରେ ଝାଡଖଣ୍ଡ ପଦ

Read more

ନ୍ୟାୟିକ ପ୍ରକ୍ରିୟାରେ ନିଯୁକ୍ତି ବିଳମ୍ବ ନେଇ ସୁପ୍ରିମକୋର୍ଟଙ୍କ ଅସନ୍ତୋଷ, କଲେଜିୟମ ପ୍ରସ୍ତାବିତ ତାଲିକାକୁ ମିଳୁନି କେନ୍ଦ୍ର ମଞ୍ଜୁରୀ

ନୂଆଦିଲ୍ଲୀ: ନ୍ୟାୟିକ ପ୍ରକ୍ରିୟାରେ ବିଚାରପତି ନିଯୁକ୍ତି ବିଲମ୍ବ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । ସର୍ବୋଚ୍ଚ ଅଦାଲତ କଲେଜିୟମର ସୁପାରିସ୍ ସତ୍ତ୍ବେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ

Read more

ଅର୍ଚ୍ଚାନ ନାଗ ଗିରଫ ମାମଲା : କେସିଙ୍ଗାରୁ ଫେରିଲା ତଦନ୍ତକାରୀ ଟିମ୍‌, ମିଳିଛି ଗୁରୁତ୍ୱପୂର୍ଣ୍ଣ କାଜଗପତ୍ର ଓ କମ୍ପ୍ୟୁଟର ହାର୍ଡଡିକ୍ସ

ଭୁବନେଶ୍ୱର ୧୧।୧୧: ଅର୍ଚ୍ଚନାଙ୍କ ପୈତୃକ ଘରୁ ତଦନ୍ତ କରି ଫେରିଲା ତଦନ୍ତକାରୀ ଟିମ୍‌ । ଏହି ଚଢାଉ ବେଳେ ଅନେକ ଗୁରୁତ୍ୱପୂର୍ଣ୍ଣ କାଜଗପତ୍ର ଓ କମ୍ପ୍ୟୁଟର ହାର୍ଡଡିକ୍ସ

Read more

ସ୍କୁଲ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ

ଆନନ୍ଦପୁର ୧୧/୧୧: ରାସ୍ତାରେ ଯିବା ସମୟରେ ଏକ ସ୍କୁଲ୍‌ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ୍‌ରେ ଥିବା ୫ ଜଣ ଛାତ୍ରଛାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ସ୍କୁଲ୍‌ ଛୁଟିହେବା ପରେ

Read more

ଅଙ୍ଗନବାଡି କେନ୍ଦ୍ରରେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର

ମାହାଙ୍ଗା ୧୧।୧୧: ଅଙ୍ଗନବାଡି କେନ୍ଦ୍ରରେ ଫାଟିଲା ଗ୍ୟାସ୍‌ ସିଲିଣ୍ଡର । ବିସ୍ଫୋରଣରେ ଜଳିଗଲା ଅନେକ ଆସବାବପତ୍ର । ପିଲାଙ୍କ ପାଇଁ ରୋଷେଇ ଚାଲିଥିବା ବେଳେ ଅଘଟଣ ।

Read more

ପ୍ରଦୀପ ପୁରୋହିତ ହେଲେ ବିଜେପି ପ୍ରାର୍ଥୀ, ୧୪ରେ ଭରିବେ ନାମାଙ୍କନ

ଭୁବନେଶ୍ୱର ୧୧।୧୧ : ପଦ୍ମପୁର ଉପନିର୍ବାଚନ ସଜବାଜ । ବିଜେପି ଘୋଷଣା କଲା ପ୍ରାର୍ଥୀ । ବିଜେପିର ବରିଷ୍ଠ ନେତା ପ୍ରଦୀପ ପୁରୋହିତ ହେଲେ ବିଜେପିର ପ୍ରାର୍ଥୀ

Read more

ହିମାଚଳ ପ୍ରଦେଶ ନିର୍ବାଚନ ପୂର୍ବରୁ ଆସିଲା ଦାଗି ନେତାଙ୍କ ତାଲିକା, ୪୧୨ ପ୍ରାର୍ଥୀଙ୍କ ମଧ୍ୟରୁ ୯୪ଙ୍କ ନାଁରେ ଅପରାଧିକ ମାମଲା, ସବୁଠୁ ଆଗରେ ସିପିଆଇ

ଧର୍ମଶାଳା: ଶନିବାର ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ । ପହାଡ଼ି ଇଲାକାରେ ପାଞ୍ଚ ବର୍ଷ ପାଇଁ ନେତା ବାଛିବେ ହିମାଚଳବାସୀ । ଗଣତନ୍ତ୍ରର ଏହି ମହାପର୍ବରେ ନିଜ

Read more

ମାଳିପଦର ଜଙ୍ଗଲରେ ଏନ୍‌କାଉଣ୍ଟର, ଏସ୍‌ଓଜି ଗୁଳିରେ ୨ ନକ୍ସଲ ନିହତ

କୋରାପୁଟ ୧୧।୧୧ : ଏସ୍‌ଓଜି ଯବାନ ଓ ନକ୍ସଲ ମୁହାଁମୁହିଁ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ମାଳିପଦର ଜଙ୍ଗଲରେ ମୁହାଁମୁହିଁ ହୋଇଛନ୍ତି ନକ୍ସଲ ଓ ଏସ୍‌ଓଜି ।

Read more

ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ଗିରଫ, ଗୁରୁବାରଠୁ ଅଟକ ରଖିଥିଲା ଇଡି

ଭୁବନେଶ୍ୱର ୧୧।୧୧: ଅର୍ଚ୍ଚନାଙ୍କ ସହଯୋଗୀ ଖଗେଶ୍ୱର ଗିରଫ । ଅର୍ଚ୍ଚନା-ଜଗବନ୍ଧଙ୍କୁ ଆର୍ଥିକ କାରବାର ଲିଙ୍କ ନେଇ ସହଯୋଗୀ ଖଗେଶ୍ୱର ପାତ୍ରଙ୍କୁ ଗିରଫ କଲା ଇଡି । ଗୁରୁବାରଠୁ

Read more