ଟ୍ରକ ଏବଂ କାର ମୁହାଁମୁହିଁ ଧକ୍କା, ୬ ମୃତ

ମଧ୍ୟପ୍ରଦେଶର ସାଗରରେ ଭୟଙ୍କର ସଡ଼କ ଦୁର୍ଘଟଣା । ଟ୍ରକ ଏବଂ କାର ମୁହାଁମୁହିଁ ଧକ୍କା ହେବା ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ସାନୋଧା

Read more

ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର, ପ୍ରତି ସେକେଣ୍ଡରେ ପ୍ରବେଶ କରୁଛି ୯୦ ହଜାର ୧୨୧ କ୍ୟୁସେକ ବନ୍ୟାଜଳ

ଉପରମୁଣ୍ଡରେ ଲଗାଣ ବର୍ଷାରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୯୦ ହଜାର ୧୨୧ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ

Read more

ୟୁନିଟ୍ ୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଚାଲିବ ରମା ଦେବୀ ଜୁନିଅର କଲେଜ୍

ଭୁବନେଶ୍ବର: ରାଜଧାନୀର ୟୁନିଟ୍ ୯ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରମା ଦେବୀ ଜୁନିଅର କଲେଜ୍ ଚାଲିବ। ଏଠାରେ ପ୍ରଥମ ପର୍ଯ୍ୟାୟରେ କଳା ଓ ବାଣିଜ୍ୟ ବିଭାଗର

Read more

ଯୁବକଙ୍କୁ ଟେକି ନେଇ ନିଆଁ ଲଗାଇ ଦେଲେ ପ୍ରେମିକାଙ୍କ ପରିବାର ଲୋକ

ବେଙ୍ଗାଲୁର: ବେଙ୍ଗାଲୁରରେ ଘଟିଛି ଏକ ଅଭାବନୀୟ ଘଟଣା। ପ୍ରେମ ସଂପର୍କକୁ ବିରୋଧ କରି ଜଣେ ଯୁବକଙ୍କୁ ନିଆଁ ଲଗାଇ ଦେଇଛନ୍ତି ତାଙ୍କ ପ୍ରେମିକାଙ୍କ ପରିବାର ଲୋକ। ସଂପର୍କୀୟା

Read more

ଶ୍ରାବଣ ମାସ ଦ୍ୱିତୀୟ ସୋମବାର: ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼

ଭୁବନେଶ୍ବର: ଆଜି ଶ୍ରାବଣ ମାସ ଦ୍ୱିତୀୟ ସୋମବାର। ଏଥିଲାଗି ବିଭିନ୍ନ ଶୈବପୀଠରେ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼ ପରିଲକ୍ଷିତ ହୋଇଛି। କଟକର ବାବା ଧବଳେଶ୍ୱରଙ୍କ ପୀଠରେ ଜଳଲାଗି

Read more

୧୯ ତାରିଖ ବେଳକୁ ଆଉ ଏକ ଲଘୁଚାପ, ୪ ଦିନ ଯାଏ ପ୍ରବଳ ବର୍ଷିବ

ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ବର୍ଷା। ଏଥିସହ ମୌସୁମୀ ସକ୍ରିୟ ରହିଛି । ୪ ଦିନ ଯାଏ ପ୍ରବଳ ବର୍ଷିବ। ପୁଣି ୧୯ ତାରିଖ ବେଳକୁ

Read more

ଆଜିଠୁ ଅନିର୍ଦ୍ଦିଷ୍ଟକାଳ ଯାଏ ୟୁନିଟ୍‌ ୨ ମାର୍କେଟ୍‌ ବିଲ୍ଡିଂ ବନ୍ଦ

ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀଙ୍କ ବିବାଦର ସମାଧାନ ହେଲାନି । ଶେଷରେ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂକୁ ଅନିର୍ଦ୍ଦିଷ୍ଟକାଳ ଯାଏ ବନ୍ଦ କରିଦିଆଯାଇଛି ।

Read more

ଶ୍ରୀମନ୍ଦିର ହୁଣ୍ଡିରୁ ଟଙ୍କା ଚୋରି ଅଭିଯୋଗରେ ପିଅନ ଗିରଫ

ଶ୍ରୀମନ୍ଦିର ହୁଣ୍ଡିରୁ ଚୋରି । ପିଅନ ଗିରଫ । ଚୁଡ଼ଙ୍ଗ ସାହି ଚିନ୍ମୟ ସ୍କୁଲ୍‌ ନିକଟରେ ରହୁଥିବା ସୁଶାନ୍ତ କୁମାର ରାଉତରାୟକୁ ଗିରଫ କରିଛି ପୋଲିସ୍‌ ।

Read more

ମାକ୍ରନ୍, ମୋଦୀଙ୍କ ସହ ସେଲ୍‌ଫି ସେୟାର କଲେ ଅଭିନେତା ଆର୍ ମାଧବନ

ନୂଆଦିଲ୍ଲୀ: ଜୁଲାଇ ୧୪ରେ ପ୍ୟାରିସରେ ଅନୁଷ୍ଠିତ ବାସ୍ତିଲ ଦିବସ ଉତ୍ସବରେ ଯୋଗ ଦେଇଥିଲେ ଅଭିନେତା ଆର୍ ମାଧବନ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲାଗି ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ

Read more

ଜାଣନ୍ତୁ ସ୍ବାସ୍ଥ୍ୟ ପାଇଁ କେଉଁଟା ଅଧିକ ଫାଇଦାପୂର୍ଣ୍ଣ ଥଣ୍ଡା ନା ଗରମ ପାଣି

ଆଜିକାଲିର ବ୍ୟସ୍ତବହୁଳ ଜୀବନରେ ଲୋକମାନେ ନିଜକୁ ଫିଟ୍ ରଖିବାକୁ ଅନେକ ଉପାୟ ଆପଣାଉଛନ୍ତି । ଅନେକ ଲୋକ ସକାଳୁ ସକାଳୁ ଖାଲି ପେଟରେ ଲେମ୍ବୁ ସହିତ ଗରମ

Read more