ଏସିଡିଟି ଓ କିଡନୀ ସମସ୍ୟା ଥିଲେ ପିଅନ୍ତୁ ନାହିଁ ଲେମ୍ବୁ ପାଣି, ହୋଇପାରନ୍ତି ବଡ଼ ସମସ୍ୟାର ସମ୍ମୁଖୀନ

ଲେମ୍ବୁ ପାଣି ଆମ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିବେଚନା କରାଯାଏ । ଓଜନ କମ୍‌ କରିବା ପାଇଁ ଅଧିକାଂଶ ଲୋକ ଏହି ପାଣିକୁ ପିଆନ୍ତି ।

Read more