ଗୋପବନ୍ଧୁ ଓ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର କାର୍ଯ୍ୟକାରିତା ନେଇ ଘରୋଇ ଡାକ୍ତରଖାନା ଫୋରମର ଘୋର ଅସନ୍ତୋଷ
ଭୁବନେଶ୍ୱର, ୧୭/୪/୨୦୨୫ : ଗୁରୁବାର ଅପରାହ୍ଣରେ ଇଣ୍ଡିଆନ୍ ମେଡିକାଲ ଆସୋସିଏସନ, ଭୁବନେଶ୍ବର ସଭାଗୃହରେ ସାରା ଓଡ଼ିଶାର ଘରୋଇ ଡାକ୍ତରଖାନା ଓ କର୍ପୋରେଟ ଡାକ୍ତରଖାନାର ଉଦ୍ୟୋକ୍ତା ଓ ସିଇଓମାନଙ୍କ
Read more