ଶ୍ରୀମନ୍ଦିରରେ ଷୋଳପୂଜାର ବିଧି ଆରମ୍ଭ, ଅନୁଷ୍ଠିତ ହୋଇଛି ମୂଳାଷ୍ଟମୀ

ପୁରୀ: ଆଜିଠାରୁ ଶ୍ରୀକ୍ଷେତ୍ରର ଅଧିଷ୍ଠାତ୍ରୀ ଦେବୀ ମା’ ବିମଳାଙ୍କ ସମେତ ଅନାନ୍ୟ ଦେବୀ ପୀଠମାନଙ୍କରେ ଆରମ୍ଭ ହୋଇଛି ଶାରଦୀୟ ପାର୍ବଣର ଷୋଡଶ ଦିନାତ୍ମକ ପୂଜା ବା ଷୋଳପୂଜା ।

Read more