ଶୋଇଥିବା ଅବସ୍ଥାରେ ବୃଦ୍ଧ ବାପାକୁ ଆକ୍ରମଣ କଲା ପୁଅ, ବାପା ମୃତ

ଉମରକୋଟ: ଜନ୍ମକଲା ପୁଅ ଭୁଲିଗଲା ମାନବିକତା । ସବୁ ସୀମା ପାର କରି ନିର୍ମମ ଭାବେ ହତ୍ୟା କଲା ନିଜ ବାପାକୁ । ମୋତେ ବଞ୍ଚାଓ ବଞ୍ଚାଓ କହି

Read more

ବାତ୍ୟା ପ୍ରଭାବରେ ଗଞ୍ଜାମରେ ରାତି ସାରା ବର୍ଷା, ୨୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର

ବ୍ରହ୍ମପୁର : ମାଡି ଆସୁଛି ବାତ୍ୟା ମୋନ୍ଥା । ଗଞ୍ଜାମ ଜିଲ୍ଲା ପ୍ରଶାସନ ଲୋକଙ୍କ ସୁରକ୍ଷା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରିଛି । ପ୍ରାୟ ୧ ହଜାର

Read more

ବେଦାନ୍ତ ଆଲୁମିନିୟମ ପକ୍ଷରୁ ଶିଶୁ ମହୋତ୍ସବ ‘ସୁରଭି’ କୁ ସମର୍ଥନ, ଗ୍ରାମାଞ୍ଚଳରେ ଯୁବ ପ୍ରତିଭାର ବିକାଶର ଅନନ୍ୟ ଉଦାହରଣ

ଭୁବନେଶ୍ୱର : ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ସୁନ୍ଦରଗଡ଼ ଜିଲ୍ଲାରେ ‘ସୁରଭି’ ଶିଶୁ ମହୋତ୍ସବକୁ ସମର୍ଥନ କରିଛି । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣ

Read more

ନଭେମ୍ବର ୨ରୁ ପଞ୍ଚକ, କାର୍ତ୍ତିକ ପଞ୍ଚୁକରେ ପୁରୀ ଶ୍ରୀମନ୍ଦିରରେ ହେବ ଲକ୍ଷାଧିକ ଭକ୍ତଙ୍କ ଭିଡ଼

ପୁରୀ: ନଭେମ୍ବର ୨ରୁ ପଞ୍ଚୁକ। କାର୍ତ୍ତିକ ପଞ୍ଚୁକରେ ପୁରୀ ଶ୍ରୀମନ୍ଦିରରେ ହେବ ଲକ୍ଷାଧିକ ଭକ୍ତଙ୍କ ଭିଡ଼। ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ଼ ନିୟନ୍ତ୍ରଣ ସହ ମହାପ୍ରଭୁଙ୍କ ନୀତିକାନ୍ତି ଶୃଙ୍ଖଳିତ ନେଇ ବୈଠକରେ ହୋଇଛି ଆଲୋଚନା। ପଞ୍ଚକ ସମୟରେ ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ଭିନ୍ନ ଭିନ୍ନ ବେଶ ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଦିବ୍ୟ ବେଶ ଦେଖିବାକୁ ରାଜ୍ଯ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କ ଭିଡ଼ ଜମିବ। ଭକ୍ତମାନେ କିପରି ଶାନ୍ତିଶୃଙ୍ଖଳାରେ ଦର୍ଶନ କରି ଭଲ ଅନୁଭୂତି ନେଇ ଫେରିବେ ସେ ନେଇ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି କରାଯାଉଛି। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ଲାଗି ବଡ଼ଦାଣ୍ଡରେ ସ୍ୱତନ୍ତ୍ର ବାରିକେଡ ଆରମ୍ଭ ହୋଇଛି। ଭକ୍ତଙ୍କ ପାଇଁ ପାନୀୟ ଜଳ, ଫ୍ୟାନ ଏବଂ ସୂଚନା କେନ୍ଦ୍ରର ବ୍ୟାପକ ବ୍ୟବସ୍ଥା କରାଯିବା ନେଇ ବୈଠକ ରେ ଆଲୋଚନା ହୋଇଥିଲା ।

Read more

ବାତ୍ୟା ‘ମୋନ୍ଥା’ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି, ୨୮ ଓ ୨୯ ତାରିଖରେ ବନ୍ଦ ରହିବ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ୨ ଦିନ ସ୍କୁଲ ଛୁଟି । ବାତ୍ୟା ‘ମୋନ୍ଥା’ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ବନ୍ଦ ରହିବ ସମସ୍ତ ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର ।

Read more

ଆଜି ଠାରୁ ଅଶାନ୍ତ ସମୁଦ୍ର, ମତ୍ସ୍ୟଜୀବୀଙ୍କୁ ନଯିବା ପାଇଁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ସତର୍କ କଲା ବିଭାଗ

ପାରାଦୀପ : ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଲଘୁଚାପ ବାତ୍ୟାରେ ପରିଣତ ହୋଇଛି। ଏହାର ପ୍ରଭାବରେ ଆଜି ଠାରୁ ସମୁଦ୍ର ଅଶାନ୍ତ ରହିଛି। ତେଣୁ ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ରକୁ

Read more

ବାତ୍ୟା ମୋନ୍ଥା’ ପାଇଁ ଟ୍ରେନ ବାତିଲ, ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଟ୍ରେନ ବାତିଲ କଲା ପୂର୍ବତଟ ରେଳପଥ

ଭୁବନେଶ୍ବର: ମୋନ୍ଥା’ ପାଇଁ ଟ୍ରେନ ବାତିଲ । ବାତ୍ୟା ପାଇଁ ୪୩ଟି ଟ୍ରେନ ବାତିଲ ହେଲା । ବାତ୍ୟା ମୋନ୍ଥା’କୁ ଦୃଷ୍ଟିରେ ଆଗୁଆ ପଦକ୍ଷେପ ନେଇଛି ପୂର୍ବତଟ ରେଳ ବିଭାଗ

Read more

ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ଶେଷ, ବିଭିନ୍ନ ସ୍ଥାନରେ ପହଞ୍ଚିଲେଣି ସରକାରୀ ଅଧିକାରୀ

ଭୁବନେଶ୍ବର: ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ସରକାରଙ୍କ ପ୍ରସ୍ତୁତି ଶେଷ । ବିଭିନ୍ନ ସ୍ଥାନରେ ପହଞ୍ଚିଲେଣି ସରକାରୀ ଅଧିକାରୀ । ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ୫ଟି ଏନଡିଆରଏଫ,

Read more

ଆଜି ବଡ଼ ଠାକୁରଙ୍କ ହରିହର ବେଶ, ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ

ଭୁବନେଶ୍ୱର : ଆଜି ବଡ଼ ଠାକୁରଙ୍କ ହରିହର ବେଶ। ଶ୍ରୀମନ୍ଦିରରେ ଅବକାଶ ନୀତି ପରେ ବଡ଼ଠାକୁରଙ୍କୁ ହରିହର ବେଶରେ ସଜିତ କରାଯିବ। ବଡ଼ଠାକୁରଙ୍କୁ ହର ବା ଶିବ ବୋଲି

Read more

ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତରେ କୋରାପୁଟ କଫିର ପ୍ରଶଂସା, ଖୁସି ଅଛନ୍ତି ଜିଲ୍ଲା ବାସୀ

ଜୟପୁର: କଫି ନାଁ ଶୁଣିଲେ ଲୋଭ ଆସେ । କିଛି ଲୋକ ଦିନର ଆରମ୍ଭ ହିଁ କଫିରୁ କରିଥାନ୍ତି । ତେବେ ବର୍ତ୍ତମାନ ଓଡ଼ିଶାର କୋରାପୁଟ ଜିଲ୍ଲାରେ

Read more