ସୁବର୍ଣ୍ଣରେଖା ନଦୀରେ ଅଘଟଣ, ଗାଧୋଇବା ବେଳେ ୨ ନାବାଳକ ନିଖୋଜ

ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ଗାଧୋଇବା ବେଳେ ଅଘଟଣ  ।  ନଦୀରେ ଗାଧୋଇବା ବେଳେ ୨ ନାବାଳକ ନିଖୋଜ  ।  ଅଗ୍ନିଶମ ବାହିନୀ ଦ୍ୱାରା ଖୋଜାଖୋଜି ଜାରି

Read more