ସକାଳୁ ୨୦ କରୋନା , ଗଞ୍ଜାମରେ ୧୭, ମୟୁରଭଞ୍ଜରେ ୩ ଆକ୍ରାନ୍ତ

ରାଜ୍ୟରେ ଆଜି ଆଉ ୨୦ ଜଣ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି । ଏହା ସହ ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ରେ ପଂହଚିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୭ ଜଣ ଗଂଜାମର ହୋଇଥିବା ବେଳେ ୩ ଜଣ ମୟୁରଭଂଜର । ଏହା ସହ ମୟୁରଭଂଜରେ ପ୍ରଥମଥର କରି କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।

Spread the love