25ଟି ବିଷଧର ସାପ ଜବତ କଲା ବନ ବିଭାଗ

ବାଲେଶ୍ୱର: ବାଲେଶ୍ଵର ଚାନ୍ଦିପୁର ବନବିଭାଗକୁ ମିଳିଛି ବଡ଼ ସଫଳତା । ରାଜ୍ୟ ବାହାରକୁ ବିଷଧର ସାପ ଚାଲାଣ ବେଳେ ରେଡ୍ କଲା ବନ ବିଭାଗ । ବାଲେଶ୍ଵର ଜିଲ୍ଲା ବାଲିଆପାଳ ଥାନା ଅଧୀନ ନୂଆଁ ଗାଁ ପଞ୍ଚୁପାଲି ଅଞ୍ଚଳରୁ 25 ଟି ସାପ ଜବତ ହୋଇଛି । ଏହି ରାକେଟରେ 3 ଅଭିଯୁକ୍ତଙ୍କୁ ଗିରଫ ପରେ ଜେରା କରୁଛି ବନ ବିଭାଗ । ଏନେଇ ସୂଚନା ଦେଇଛନ୍ତି ବାଲେଶ୍ଵର ବନଖଣ୍ଡ ଏ.ସି.ଏଫ୍ ଦିଗନ୍ତ ଶୋଭନ ଚାନ୍ଦ ।

Spread the love