ସଡ଼କ ଦୁର୍ଘଟଣା: ଶଶୁର, ଶାଶୂ ଓ ଜ୍ବାଇଁଙ୍କ ମୃତ୍ୟୁ

ଆନନ୍ଦପୁର: ଆନନ୍ଦପୁରର ଷଡଙ୍ଗୀ ଛକ ନିକଟରେ ଆଜି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଶଶୁର, ଶାଶୂ ଓ ଜ୍ବାଇଁଙ୍କ ମୃତ୍ୟୁ ଘଟିଛି। ମୃତକ ଘସିପୁରା ଥାନା ଗୋହିରା ପଞ୍ଚାୟତ କଲାବିଲା ଗ୍ରାମର ସହଦେଵ ବେହେରା, ପତ୍ନୀ ଚାନ୍ଦିନୀ ବେହେରା ଓ ଜ୍ୱାଇଁ ଅଭିରାମ ବେହେରା ବୋଲି ଜଣାଯାଇଛି।

Spread the love