୪ ବରିଷ୍ଠ ପୋଲିସ ଅଧିକାରୀଙ୍କ ପାଇଁ ଆଜି ଓଡ଼ିଶା ମାଟି ଗର୍ବିତ

ସରିଲା ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା | ନବଦିନାତ୍ମକ ଯାତ୍ରାର କୋଟି ଭକ୍ତ ଙ୍କ ସୁରକ୍ଷା ସହ ଶାନ୍ତି ଶୃଙ୍ଖଳା ରେ ମହାପ୍ରଭୁ ଙ୍କ ଦର୍ଶନ ନିମନ୍ତେ ଗୁରୁ ଦାଇତ୍ୱ ଲିଭାଇଥିଲେ ରାଜ୍ୟର 4 ବରିଷ୍ଠ ପୁଲିସ ଅଧିକାରୀ ଏଡିଜି ଲ ଆଣ୍ଡ ଅର୍ଡର ଦାଇତ୍ୱ ରେ ଥିବା ସଞ୍ଜୟ କୁମାର, ଆଇଜି ସେଣ୍ଟ୍ରାଲ ରେଞ୍ଜ ଆଶିଷ ସିଂ, ପୁରି ଏସପି କେ ଵିଶାଲ ସିଂ ଏବଂ ଡିଆଇଜି ଏସଆଇଡବ୍ଲୁ ଅଖିଳେଶ୍ୱର ସିଂ ମହୋଦୟ | ବିଶ୍ୱ ନିୟନ୍ତା ଙ୍କ ଘୋଷଯାତ୍ରାକୁ ସଠିକ ଭାବେ ସୁପରିଚାଳନା କରିଥିବାରୁ ଏହି 4 ବରିଷ୍ଠ ପୋଲିସ ଅଧିକାରୀଙ୍କ ପାଇଁ ଆଜି ଓଡ଼ିଶା ମାଟି ଗର୍ବିତ।

Spread the love