କେନ୍ଦ୍ରାପଡାରୁ ଆଉ ଜଣେ କରୋନା ଚିହ୍ନଟ

ଭୁବନେଶ୍ୱର, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ରେ ପହଁଚିଲା। ସେ ମାର୍ଚ୍ଚ ୨୪ ତାରିଖରେ ଦୁବାଇରୁ ଫେରିଥିଲେ। ଆକ୍ରାନ୍ତ ଜଣକ ହେଲେ କେନ୍ଦ୍ରାପଡା ର ବୋଲି ସୂଚନା ମିଳିଛି।

Spread the love