ଅଜଣା ଜନ୍ତୁ ଆକ୍ରମଣରେ ୪୦ମୃତ

ଢେଙ୍କାନାଳ : ଢେଙ୍କାନାଳ ସଦର ବ୍ଳକ ଚାଉଳିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଆରଦା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଏକ ଅଜଣା ଜନ୍ତୁ ଆକ୍ରମଣରେ ସାଧୁ ଚରଣ ରାଉତଙ୍କର ୪୨ଟି ମେଣ୍ଡାଙ୍କ ମୃତୁ ହୋଇଛି।ମେଣ୍ଢାମାନଙ୍କର ମୁଣ୍ଡ ଓ ବେକରେ କ୍ଷତ ଚିହ୍ନ ଥିବା ବେଳେ କୈାଣହି ଏକ ଅଜଣା ଜନ୍ତୁ ରକ୍ତ ଶୋଷି ମେଣ୍ଢାମାନଙ୍କୁ ମାରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଘଟଣା ସ୍ଥଳରେ ବନବିଭାଗ କର୍ମଚାରି ପହଞ୍ଚି ଘଟଣା ସଂପର୍କରେ ଅନୁଧ୍ୟାନ କରିଛନ୍ତି। ତେବେ ବନବିଭାଗ ଅନୁଧ୍ୟାନ ପରେ ଘଟଣାର ସତ୍ୟାସତ୍ୟ ଜଣାପଡିବ।

Spread the love