ହରିଦାସପୁର- କେନ୍ଦ୍ରାପଡ଼ାକୁ ଗଡ଼ିଲା ଟ୍ରେନ

କେନ୍ଦ୍ରାପଡ଼ା ବାସୀଙ୍କ ଦୀର୍ଘ ଦିନର ଆଶା ପୂରଣ ହୋଇଛି । ହରିଦାସପୁର- କେନ୍ଦ୍ରାପଡ଼ା ମଧ୍ୟରେ ଟ୍ରେନ ଇଞ୍ଜିନ ଚାଲିବା ଆରମ୍ଭ ହୋଇଛି ।ଖୁବଶୀଘ୍ର ହରିଦାସପୁର –କେନ୍ଦ୍ରାପଡ଼ା ମଧ୍ୟରେ ଟ୍ରେନ ଚଳାଚଳ କରିବା ଆଶା ଉଜ୍ୱଳ ହୋଇଛି । ଦୀର୍ଘଦିନରୁ ଥିବା ଆଶା ପୂରଣ ଦିନଗରେ ଆଉ ଏକ ପାଦ ଆଗକୁ ବଢିଛି । ହରିଦାସପୁର- କେନ୍ଦ୍ରାପଡ଼ା ମଧ୍ୟରେ ଟ୍ରେନ ଇଞ୍ଜିନ ଚାଲିବା ଆରମ୍ଭ ହୋଇଛି । ବର୍ତ୍ତମାନ ପରୀକ୍ଷାମୂଳକଭାବେ ଟ୍ରେନ ଇଞ୍ଜିନ ଚଲାଯାଉଥିବା ସୂଚନା ମିଳିଛି ।

Spread the love