୫ କୋଟି ଟଙ୍କାର ବ୍ରାଉନ୍‌ସୁଗର ଓ ଗଞ୍ଜେଇକୁ ପୋଡ଼ିଦେଲା STF

୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ବ୍ରାଉନ ସୁଗାର ଓ ଗଞ୍ଜେଇ ପୋଡିଲା STF । ୫ ହଜାର ୨୫୭ କିଲୋଗ୍ରାମ ଗଞ୍ଜେଇ ଏବଂ ୧ କେଜି ୩୨ ଗ୍ରାମ ଜବତ ବ୍ରାଉନ ସୁଗରକୁ ପୋଡି ନଷ୍ଟ କରାଯାଇଛି । ଖୋର୍ଦ୍ଧା ଆଦର୍ଶ ଥାନା ଟାଙ୍ଗିଆପଡା ଠାରେ ଥିବା ସାନିକ୍ଳିନ ପ୍ରାଇଭେଟ ଲିମିଟେଡରେ ଏସବୁ ନଷ୍ଟ କରାଯାଇଛି । ଘଟଣାସ୍ଥଳରେ STF IG ଓ STF SPଙ୍କ ସମେତ STFର ଏକ ୧୦ ଜଣିଆ ଟିମ୍‌ ଉପସ୍ଥିତ ଥିଲେ ।

Spread the love