ଆସନ୍ତାକାଲି ଠାରୁ ୫ ଦିନ ସଟ୍‌ଡାଉନ୍

କଟକ, ୧୨/୦୧: ଆସନ୍ତାକାଲି ଠାରୁ ହାଇକୋର୍ଟ ୫ ଦିନ ସଟ୍‌ଡାନ୍‌ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ହାଇକୋର୍ଟ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଆସନ୍ତାକାଲି ଅର୍ଥାତ ୧୩ ତାରିଖ ଠାରୁ ୧୭ ତାରିଖ  ହାଇକୋର୍ଟରେ କାର୍ଯ୍ୟ ବନ୍ଦ ରହିବ ।

Spread the love