ମା’ ଶାରଳାଙ୍କ ପୀଠରେ 5T ସଚିବ

ଜଗତସିଂହପୁର : ଜଗତସିଂହପୁର ଝଙ୍କଡ ବାସିନୀ ମା’ ଶାରଳାଙ୍କ ମନ୍ଦିରରେ 5T ସଚିବ ଭିକେ ପାଣ୍ଡିଆନ ପହଞ୍ଚି ମାଆଙ୍କ ଦର୍ଶନ କରୁଛନ୍ତି। ମା’ ଙ୍କର ଦର୍ଶନ କରିବା ସହ ମନ୍ଦିର ର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଐତିହର ବିକାଶ ବାବଦରେ ସ୍ଥିତି ଅନୁଧ୍ୟାନ କରିବେ । ଏହାପରେ ବରିଷ୍ଠ ଅଧିକାରୀ  ଏବଂ ମନ୍ଦିର ସେବାୟତଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

Spread the love