ଛତିଶଗଡରୁ ବିଶାଖାପାଟଣା ଚାଲାଣ ବେଳେ ୭ କୋଟି ୯୦ଲକ୍ଷ ଟଙ୍କାର ଜାଲ୍‌ ନୋଟ୍‌ ଜବତ

ପ୍ରାୟ ୮ କୋଟିର ଜାଲ୍‌ ନୋଟ୍‌ ଜବତ। ଛତିଶଗଡରୁ ବିଶାଖାପାଟଣା ଚାଲାଣ ବେଳେ ୭ କୋଟି ୯୦ଲକ୍ଷ ଟଙ୍କାର ଜବତ ହୋଇଛି। ସମସ୍ତ ନୋଟ୍‌ ୫୦୦ଟଙ୍କିଆ। ଶୁହ୍କି ପାଣ୍ଡି ପୋଲିସ ଓ ପଟାଙ୍ଗି ପୋଲିସ ଗାଡିକୁ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି। ଜାଲ୍‌ ନୋଟ୍‌ ଜବତ ନେଇ ସୁନାବେଡ଼ା SDPOଙ୍କ ସୂଚନା ଦେଇଛନ୍ତି।

Spread the love