ଦୁର୍ଘଟଣାରେ ଗଲା 8 ଜୀବନ

ଉତ୍ତରପ୍ରଦେଶର ଆଗ୍ରା-ଲକ୍ଷ୍ନୌ ରାସ୍ତାରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି  8 ଲୋକଙ୍କ ମୃତ୍ୟୁ ଘଟିଛି। ଆଗ୍ରାରୁ ଏକ କାର୍‌ ଦ୍ରୁତଗତିରେ ଯାଉଥିବାବେଳେ ଫତେହବାଦଠାରେ ଏକ ଟ୍ରକ କାରକୁ ଫିଟିଥିଲା। କାରରେ 8 ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟ 6 ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲାବେଳେ ଆଉ 2 ଜଣଙ୍କ ହସ୍ପିଟାଲରେ ମୃତ୍ୟୁ ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।

Spread the love