ଦୀପ ପ୍ରଜ୍ଜ୍ୱଳିତ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର, ପ୍ରଧାନମନ୍ତ୍ରୀ  ନରେନ୍ଦ୍ରମୋଦି ଙ୍କ  ଆହ୍ୱାନ କ୍ରମେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୀପ  ପ୍ରଜ୍ଜ୍ୱଳିତ କରିଛନ୍ତି । କରୋନା  ମହାମାରୀ ଲଢେଇରେ ଆମ ସମସ୍ତଙ୍କ ସମାଜିକ ଦୂରତ୍ୱ ପ୍ରତି ସଚେତନତା ଏକତା ହିଁ   ଆମର ବିଜୟ କୁ ସୁନିଶ୍ଚିତ କରିବ ବୋଲି ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି।

 

Spread the love