ରାଜ୍ୟରେ ପ୍ରଥମ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ରାଜ୍ୟରେ ପ୍ରଥମ କରୋନା ଜନିତ ମୃତ୍ୟୁ ହୋଇଥିବା ସ୍ପଷ୍ଟ କରିଛି ସ୍ୱାସ୍ଥ୍ୟ ବିଭାଗ । ମୃତକ ଜଣକ ୭୨ ବର୍ଷୀୟ ବ୍ୟକ୍ତି । ସେ ଝରପଡା ଅଞ୍ଚଳର । ତାଙ୍କର କ୍ରୋନିକ ହଇପରଟେନସନ ଥିଲା । ଗତକାଲି ତାଙ୍କର ମୃତ୍ୟୁ ଘଟିଛି । ରାଜ୍ୟର ପ୍ରଥମ କରୋନା ମୃତ୍ୟୁକୁ ନେଇ ଚିନ୍ତା ବଢ଼ିଛି ରାଜ୍ୟ ସରକାରଙ୍କର ।

ସୂଚନା ଅନୁଯାୟୀ, ମୃତକ ଜଣକ ୪ ତାରିଖରେ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ ।

Spread the love