ରାତିରେ ଆଉ ୪ କରୋନା ପଜିଟିଭ, ୪୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଗୁରୁବାର ରାତିରେ  ରାଜ୍ୟରେ ଆଉ ୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ୪ଜଣଙ୍କୁ ମିଶାଇ ଆଜି ୬ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ କରୋନା ପଜିଟିଭଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି ।

ଏନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଟ୍ୱିଟ ବଦଳରେ ୱେବସାଇଟ ରେ ତଥ୍ୟ ପ୍ରଦାନ କରାଯାଇଛି । ମାତ୍ର ଏଥିରେ ଅକ୍ରାନ୍ତଙ୍କ ସମ୍ୱନ୍ଧରେ କୌଣସି ସୂଚନା ଜାରି କରାଯାଇନାହିଁ ।

Spread the love