OLA ଗାଡି କୁ ମିଳିଲା ଲକଡାଉନ ପାସ

ଭୁବନେଶ୍ୱର,୧୨/୦୪: OLA ଗାଡି କୁ ମିଳିଲା ଲକ ଡାଉନପାସ।କମିଶନରେଟ ପୋଲିସ ପକ୍ଷରୁ ୧୦୦ ଟି OLA ଗାଡି କୁ ଲକ ଡାଉନ ଅବଧି ମଧ୍ୟରେ ଦୁଇ ସହର ଯଥା ଭୁବନେଶ୍ୱର ଓ କଟକ ମଧ୍ୟରେ ଚଳାଚଳ କରିବା ପାଇଁ ଅନୁମତି ଦିଆ ଯାଇଥିବା ଜଣା ପଡ଼ିଛି। ଏହି ଗାଡି ଗୁଡିକ କେବଳ ଅସୁସ୍ଥ ମାନକୁ ହସ୍ପିଟାଲ ନେବା ଆଣିବା କାର୍ଯ୍ୟରେ ବ୍ୟବହାର କରାଯିବ।

Spread the love