ଓଡ଼ିଶାରେ କରୋନା ସଂଖ୍ୟା କମିଛି – ମୁଖ୍ୟମନ୍ତ୍ରୀ

 ଭୁଅବନେଶ୍ୱର, ୧୪/୦୪: ଓଡିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କାମୁଛି। ଆଜି କରୋନା ସ୍ଥିତି ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି। ସେ କହିଛନ୍ତି ଏହା ଏକ ଶୁଭ ଲକ୍ଷଣ। ଯେଉଁମାନେ ଭଲ କାମ କରୁଛନ୍ତି ତାଙ୍କୁ ସାଧୁବାଦ ଜଣାଇଛନ୍ତି। ଏହାସହ ଘରୋଇ ନିର୍ଯାତନା ଉପରେ ମଧ୍ୟ ନଜର ରଖିଛନ୍ତି। ଲକଡ଼।ଉନ ସମୟରେ ଯେପରି ଘରୋଇ ହିଂସା ସୃଷ୍ଟି ନହୁଏ ସେଥିପାଇଁ ନଜର ରଖିବାକୁ ଡିଜିପି କୁ ନିର୍ଦେଶ ଦେଇଛନ୍ତି।

Spread the love