COVID -19 ଯୋଦ୍ଧା ଙ୍କୁ ସଲାମ

 ଭୁବନେଶ୍ୱର, ୧୪/୦୪: COVID 19 ଯାହାକି ପୁରା ଦୁନିଆରେ ଏବେ ହାହା କାର ପରିସ୍ଥିତି ସୃଷ୍ଟି କରିଛି।  ଏଭଳି ସମୟରେ ସମସ୍ତେ ଭୟରେ ଗୃହ ବନ୍ଦୀ ହୋଇ ଅଛନ୍ତି। ଏଭଳି ପରିସ୍ଥିତି ରେ ନିଜର ଜୀବନ କୁ ବାଜି ଲଗେଇ ଛନ୍ତି civil defence ର ଯବାନ ମାନେ। ଭୁବନେଶ୍ୱର ରୁ ବାହାରି ଥିବା CORONA +ve ମାନଙ୍କର ସମ୍ପର୍କୀୟ ମାନଙ୍କୁ ରଖା ଯାଇଥିବା OUAT ର quarantine center ରେ ନିୟୋଜିତ ଅଛନ୍ତି।

ସେମାନେ ଅନ୍ତେବାସିଙ୍କ ସମସ୍ତ କାର୍ଯ୍ୟକ୍ରମ ର ତଦାରଖ କରିବା ସହିତ ସୁରକ୍ଷା ର ଦାୟିତ୍ୱ ବି ମୁଣ୍ଡେଇଛନ୍ତି. ସେମାନେ ନିଜର ପରିବାର ଓ ପିଲା ଛୁଆଙ୍କୁ ପଛରେ ପକାଇ ସମାଜର ଉପକାର କୁ ନିଜର ବ୍ରତ ହିସାବରେ ଗ୍ରହଣ କରିଛନ୍ତି। ଭଗବାନଙ୍କ ନିକଟରେ ପ୍ରାଥନା ଏମାନଙ୍କୁ ଆଶୀର୍ବାଦ କରନ୍ତୁ।

Spread the love