ଗୋଟିଏ ଫୋନ କଲରେ ହେବ ପାନୀୟ ଜଳ ସମସ୍ୟାର ସମାଧାନ

ଭୁବନେଶ୍ୱର, ୧୫/୦୪: ଗୋଟିଏ ଫୋନ କଲରେ ହେବ ପାନୀୟ ଜଳ ସମସ୍ୟାର ସମାଧାନ। ଯଦି ଆପଣଙ୍କ ଅଂଚଳରେ ପାନୀୟ ଜଳଯୋଗାଣ ର ଅସୁବିଧା ଅଛି ତାହାଲେ ତୁରନ୍ତ ହେବ ସମାଧାନ। ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ Toll Free ନମ୍ବର ଜାରି କରାଯାଇଛି।

ଆଜି ପଂଚ।ୟତିରାଜ ଓ ପାନୀୟ ଜଳଯୋଗାଣ ମନ୍ତ୍ରୀ ପ୍ରତାପ ଜେନା ଏନେଇ ସୂଚନା ଦେଇଛନ୍ତି। ସହରାଞ୍ଚଳ ପାଇଁ ୧୮୦୦୩୪୫୬୭୮୩ ନମ୍ବର ହୋଇଥିବାବେଳେ ଗ୍ରାମାଞ୍ଚଳ ପାଇଁ ୧୯୧୬ ନମ୍ବର ଜାରି  କରାଯାଇଛି।

Spread the love