୮୩ ନମ୍ବର ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି : ପଶ୍ଚିମବଙ୍ଗରୁ ବ୍ୟାଙ୍କ ଅଫ ଇଣ୍ଡିଆ

ଭୁବନେଶ୍ୱର, ୨୩/୦୪: ଆସିଲା ୮୩ ନମ୍ବର ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି । ପଶ୍ଚିିିମବଙ୍ଗରୁ  ବ୍ୟାଙ୍କ ଅଫ ଇଣ୍ଡିଆ ପର୍ଯ୍ୟନ୍ତ ବୁଲିଥିଲେ। ସେ ଗତ ୩୦ ତାରିଖରେ ଯାଜପୁରରେ ପହଞ୍ଚିଥିଲେ। ତାଙ୍କ ସହ ୧୧ ଜଣ ଆସିଥିଲେ। ତିନିଜଣ ଭଦ୍ରକରେ ଓଲ୍ହାଇଥିବ।ବେଳେ ବାକି ୮ ଯାଜପୁର ଆସିଥିଲେ।  ସେ ଯାଜପୁର ନିଜ ଗ୍ରାମକୁ ଯାଇଥିଲେ। ପୋଲିସ ତାଙ୍କୁ ଘରେ ହୋମ କ୍ୱାରେଂନଟାଇନ ରେ ରହିବାକୁ କହିଥିବାବେଳେ ସେ ୧୪ ଦିନ ସଂଗରୋଧରେ  ରହି ନଥିଲେ।

ସେ ବାଇକ ନେଇ ଗ୍ରାମରେ ବୁଲିଥିଲେ। ଏହାପରେ ସେ ବ୍ୟାଙ୍କ ଅଫ ଇଣ୍ଡିଆ ନିର୍ମାଣ କାର୍ଯ୍ୟରେ ଯୋଗଦେଇଥିଲେ। ୨୨ ଏପ୍ରିଲ ଦିନ ତାଙ୍କ ରିପୋର୍ଟ ପଜିଟିଭି  ଆସିଥିଲା। ସେହିଦିନ ତାଙ୍କୁ  ଯାଜପୁର ସ୍ଥିତ କଳିଙ୍ଗନଗର kovid ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Spread the love