କ୍ୱାରେଣ୍ଟାଇନ୍ ସେଣ୍ଟରରେ ଯାତ୍ରା , “ସେମିତି କହିବୁ ତ ତୋ ଜୀଭ ଟାଣି ଆଣିବି” ଦେଖନ୍ତୁ ଭିଡ଼ିଓ

କ୍ୱାରେଣ୍ଟାଇନ  ସେଣ୍ଟରରେ ଚାଲିଛି ଟିକଟକ୍  ମସ୍ତି ।  ସଂଗରୋଧ  ନରହି ହେଇଛନ୍ତି କୋଳା କୋଳି  ।  ଏ ଦୃଶ୍ୟ ହେଉଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅଞ୍ଚଳରେ ଥିବା ଏକ କ୍ୱାରେଣ୍ଟାଇନ  ସେଣ୍ଟରରେ।

ବାହାରେ ଥିଲା ବେଳେ ଘରକୁ ଫେରିବାକୁ ହାତ ଯୋଡ଼ୁଥିଲେ । ଆଉ ଏବେ ଆସିବା ପରେ ନିୟମ ନମାନି କ୍ୱାରେଣ୍ଟାଇନ୍ ସେଣ୍ଟରରେ କରୁଛନ୍ତି ଟିକଟକ୍ ମସ୍ତି ।

Spread the love