ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା ଚତୁର୍ଥ ବସଦୁର୍ଘଟଣା,ଜଣେ ମୃତ

ପ୍ରବାସୀ ଓଡିଆଙ୍କୁ ନେଇ ଆସୁଥିବା  ବସ ଆଜି ଦୁର୍ଘଟଣାଗସ୍ତ ହୋଇଛି। ଖୋର୍ଦ୍ଧା NH-୧୬ କୁହୁଡି ଛକରେ ପ୍ରବାସୀ ଓଡ଼ିଆ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଟ୍ରକ୍ ପଛରେ ପିଟିଲା ବସ୍, ଡ୍ରାଇଭର କେ.ଶ୍ରୀକାନ୍ତ ମୃତ । ହାଇଦ୍ରାବାଦରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ବାଙ୍କୀ ଆସୁଥିଲା ବସ୍ । ବସରେ ଥିଲେ ୪୦ ଜଣ ଓଡ଼ିଆ। ୧୦ ଆହତଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି।

Spread the love