ଭାରତରେ କରୋନାଭାଇରସ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୧୮୬୮; ଗତ ୨୪ ଘଣ୍ଟାରେ ସଂକ୍ରମଣ ସଂଖ୍ୟା ୬, ୭୬୭

ମେ ୨୪ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୩୧୮୬୮ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୫୪୪୪୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୩୮୬୭ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୫୬ ଜଣ, ଆସାମରେ ୪ ଜଣ, ବିହାରରେ ୧୧ ଜଣ, ଚଣ୍ଡିଗଡ଼ରେ ୩ ଜଣ, ଦିଲ୍ଲୀରେ ୨୩୧ ଜଣ, ଗୁଜରାଟରେ ୮୨୯ ଜଣ, ହରିୟାଣାରେ ୧୬ ଜଣ, ହିମାଚଳ ପ୍ରଦେଶରେ ୩ ଜଣ, ଜମ୍ମୁ ଓ କଶ୍ମୀରରେ ୨୧ ଜଣ, ଝାଡ଼ଖଣ୍ଡରେ ୪ ଜଣ, କର୍ଣ୍ଣାଟକରେ ୪୨ ଜଣ, କେରଳରେ ୪ ଜଣ, ମଧ୍ୟପ୍ରଦେଶରେ ୨୮୧ ଜଣ, ମହାରାଷ୍ଟ୍ରରେ ୧୫୭୭ ଜଣ, ମେଘାଳୟରେ ୧ ଜଣ, ଓଡ଼ିଶାରେ ୭ ଜଣ, ପଞ୍ଜାବରେ ୩୯ ଜଣ, ରାଜସ୍ଥାନରେ ୧୬୦ ଜଣ, ତାମିଲନାଡୁରେ ୧୦୩ ଜଣ, ତେଲେଙ୍ଗାନାରେ ୪୯ ଜଣ, ଉତ୍ତରାଖଣ୍ଡରେ ୨ ଜଣ, ଉତ୍ତରପ୍ରଦେଶରେ ୧୫୫ ଜଣ ଏବଂ ପଶ୍ଚମବଙ୍ଗରେ ୨୬୯ ଜଣ ।ସ୍ୱାସ୍ଥ୍ୟମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୨୭୫୭), ଅରୁଣାଚଳ ପ୍ରଦେଶ (୧), ଆସାମ (୩୨୯), ବିହାର (୨୩୮୦), ଚଣ୍ଡିଗଡ଼ (୨୨୫), ଛତିଶଗଡ଼ (୨୨୪), ଦାଦର ନଗର ହାୱେଲି (୨) ଜଣ, ଦିଲ୍ଲୀ (୧୨୯୧୦), ଗୋଆ (୫୫), ଗୁଜରାଟ (୧୩୬୬୪), ହରିୟାଣା (୧୧୩୧), ହିମାଚଳ ପ୍ରଦେଶ (୧୮୫), ଜମ୍ମୁ ଓ କଶ୍ମୀର (୧୫୬୯), ଝାଡ଼ଖଣ୍ଡ (୩୫୦) କର୍ଣ୍ଣାଟକ (୧୯୫୯), କେରଳ (୭୯୫), ଲଦାଖ (୪୯), ମଧ୍ୟପ୍ରଦେଶ (୬୩୭୧), ମହାରାଷ୍ଟ୍ର (୪୭୧୯୦), ମଣିପୁର (୨୯), ମେଘାଳୟ (୧୪), ମିଜୋରାମ (୧), ଓଡ଼ିଶା (୧୨୬୯), ପୁଦ୍ଦୁଚେରୀ (୨୬), ପଞ୍ଜାବ (୨୦୪୫), ରାଜସ୍ଥାନ (୬୭୪୨), ତାମିଲନାଡୁ (୧୫୫୧୨), ତେଲେଙ୍ଗାନା (୧୮୧୩), ତ୍ରିପୁରା (୧୮୯), ଉତ୍ତରାଖଣ୍ଡ (୨୪୪), ଉତ୍ତରପ୍ରଦେଶ (୬୦୧୭) ଓ ପଶ୍ଚିମବଙ୍ଗ (୩୪୫୯) ।

ସୁସ୍ଥ ବ୍ୟକ୍ତିଙ୍କ ସଂଖ୍ୟା: ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୩୩), ଆନ୍ଧ୍ରପ୍ରଦେଶ (୧୮୦୯), ଅରୁଣାଚଳ ପ୍ରଦେଶ (୧), ଆସାମ (୫୫), ବିହାର (୬୫୩), ଚଣ୍ଡିଗଡ଼ (୧୭୯), ଛତିଶଗଡ଼ (୬୪), ଦିଲ୍ଲୀ (୬୨୬୭), ଗୋଆ (୧୬), ଗୁଜରାଟ (୬୧୬୯), ହରିୟାଣା (୭୫୦), ହିମାଚଳ ପ୍ରଦେଶ (୬୧), ଜମ୍ମୁ ଓ କଶ୍ମୀର (୭୭୪), ଝାଡ଼ଖଣ୍ଡ (୧୪୧), କର୍ଣ୍ଣାଟକ (୬୦୮), କେରଳ (୫୧୫), ଲଦାଖ (୪୩), ମଧ୍ୟପ୍ରଦେଶ (୩୨୬୭), ମହାରାଷ୍ଟ୍ର (୧୩୪୦୪), ମଣିପୁର (୪), ମେଘାଳୟ (୧୨), ମିଜୋରାମ (୧) ଓଡ଼ିଶା (୪୯୭), ପୁଦ୍ଦୁଚେରୀ (୧୦), ପଞ୍ଜାବ (୧୮୭୦), ରାଜସ୍ଥାନ (୩୭୮୬), ତାମିଲନାଡୁ (୭୪୯୧), ତେଲେଙ୍ଗାନା (୧୦୬୫), ତ୍ରିପୁରା (୧୫୩), ଉତ୍ତରାଖଣ୍ଡ (୫୬), ଉତ୍ତରପ୍ରଦେଶ (୩୪୦୬) ଓ ପଶ୍ଚିମବଙ୍ଗ (୧୨୮୧) ।

Spread the love