ପୂର୍ବତନ ବାଚସ୍ପତି ଶରତ କରଙ୍କ ବିୟୋଗରେ ସଞ୍ଜୟ ଦାସବର୍ମାଙ୍କ ଶୋକ

ଭୁବନେଶ୍ୱର,୧୨/୧୦: ଓଡ଼ିଶା ବିଧାନସଭାର ପୂର୍ବତନ ବାଚସ୍ପତି, ପୂର୍ବତନ ମନ୍ତ୍ରୀ, ତଥା ବିଶିଷ୍ଟ ରାଜନୀତିଜ୍ଞ, ସାହିତ୍ୟିକ ଓ ସ୍ତମ୍ଭକାର ଶରତ କୁମାର କରଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସେ ଥିଲେ ବିଜୁ ବାବୁଙ୍କ ଅତି ଘନିଷ୍ଠ ସହଯୋଗୀ। ସେ ତାଙ୍କ ଜୀବ ଦଶାରେ ଅନେକ ପୁସ୍ତକ ରଚନା କରିଛନ୍ତି ସେଥିମଧ୍ୟରୁ ମନ୍ଥନ ଓ ରୋମାନ୍ଥନ, ଅନ୍ୟାନ୍ୟ ଆଦି ବେଶ ପାଠକିୟ ଆଦୃତ ଲାଭ କରିଥିଲା। ଏହି ପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ସମବେଦନା ଜଣେଇବା ସହ ତାଙ୍କ ଅମର ଆତ୍ମାର ସଦଗଦି କାମନା କରୁଛି।

Spread the love