ରୋଷେଇ ଘରୁ ଭୁଲରେ ମଧ୍ୟ ଏହି ୫ଟି ଜିନିଷ ସରିବାକୁ ଦିଅନ୍ତୁ ନାହିଁ ନହେଲେ ଘର ଉପରେ ଆସିପାରେ ଘୋର ବିପଦ

ଯଦିଓ ଆମେ ବର୍ତ୍ତମାନର ଅତ୍ୟାଧୁନିକ ତଥା ଟେକ୍ନୋଲୋଜି ର ଦୁନିଆରେ ବସବାସ କରୁଛନ୍ତି ତଥାପି ଆମେ କେବେ ହେଲେ ଆମର ପୁରାଣ ଶାସ୍ତ୍ର ଓ ବାସ୍ତୁ ଶାସ୍ତ୍ର କୁ ଭୁଲି ନଥାଉ। ଆମର ପୁରାଣ ଶାସ୍ତ୍ର ଅନୁସାରେ ମଣିଷ ଜୀଵନ ର ସମସ୍ତ ଶୁଭ ଅଶୁଭ , ଭଲ ମନ୍ଦ ଆଦି ଯାହାସବୁ ଘଟିଥାଏ ତାହା ସବୁବେଳେ ଆମର କର୍ମ ଉପରେ ନିର୍ଭର କରିଥାଏ । କେବେକେବେ ଆମେ ନିତିଦିନ ମାନି ଆସୁଥିବା କେତେକ ଧାର୍ମିକ ଗୁଣ ଉପରେ ମଧ୍ୟ ଆମର ବଞ୍ଚିବାର ଶୋଇଲି ଉଲ୍ଲେଖ ହୋଇଥାଏ ।ତେବେ ଆମେ ଆଜି ଆପଣଙ୍କୁ ଜାଣେଇବୁ ଆପଣଙ୍କ ର ଘରେ ଶୋଇବା ଘର ମଧ୍ୟରେ ଥିବା ବେଡ଼ ଉପରେ କିଛି ତଥ୍ୟ ଯାହାକି ଆପଣ ଙ୍କୁ ଭବିଷ୍ୟତ ରେ ହେବାକୁ ଯାଉଥିବା କେତେକ ବିପଦ ରୁ ରକ୍ଷା କରିପାରିବ ।

ଆମର ବାସ୍ତୁ ଶାସ୍ତ୍ର ଅନୁସାରେ ,ଜଣେ ବ୍ୟକ୍ତି ଘର ର ରୋଷେଇ ଘର ହେଉଛି ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ।ଏବଂ ଆମ ପୁରାଣ ଶାସ୍ତ୍ର ରେ ଆମ ରୋଷେଇ ଘର ର କେତେକ ନୀତିନିୟମ ରହିଛି ତଥା କେତେକ ଜିନିଷ ସରିବାକୁ ଦିଅନ୍ତୁ ନାହିଁ ବୋଲି କୁହାଯାଇଛି।ତେବେ ଯଦି ଆପଣ ନିଜ ରୋଷେଇ ଘର ଏହି ସବୁ ଜିନିଷ ସରିବା ଉଚିତ ନୁହେଁ କାରଣ ଏହି ସବି ଜିନିଷ ରଖିବା ଦ୍ଵାରା ସେହି ଘରୁ ମାତା ଲକ୍ଷ୍ମୀ ପଳାୟନ କରିଥାନ୍ତି ଏବଂ ଘରେ ଅଭାବ ଦେଖାଦେଇଥାଏ। ତେବେ ଆସନ୍ତୁ ଜାଣିବା ସେହି ଜିନିଷ ଗୁଡିକ କଣ କଣ ବୋଲି ।

୧.ଅଗ୍ନି : ପୁରାଣ ରେ ବର୍ଣ୍ଣିତ ରହିଛି ଯେ ଅଗ୍ନି ହେଉଛି ପଞ୍ଚଭୂତ ର ଏକ ମୁଖ୍ୟ ଉପାଦାନ ଯାହାକି ରୋଷେଇ ଘରର ମୁଖ୍ୟ ଅଟେ ।ତେବେ ବର୍ତ୍ତମାନ ତ ଲୋକମାନେ ଗ୍ୟାସ ବ୍ୟବହାର କରିଛନ୍ତି କିନ୍ତୁ ମନେ ରଖିବେ ଯେ ଯେପରି ଆପଣଙ୍କ ଗ୍ୟାସ କେବେ ସମ୍ପୂର୍ଣ୍ଣ ନସରେ ବୋଲି ।ଏହା ସରିବା ପୂର୍ବରୁ ନେଇଆସିବା ଶୁଭ ହୋଇଥାଏ ।

୨.ଚାଉଳ ଓ ଅଟା:ହଳଦୀ ଖାଦ୍ୟ ର ରଙ୍ଗ କୁ ପରିବର୍ତ୍ତନ କରି ଏହାର ଚମକ ଆଣିଥାଏ।ବାସ୍ତୁ ଅନୁସାରେ ରୋଷେଇ ଘରେ ଏହା କେବେ ବି ଶେଷ ହେବା ଉଚିତ ନୁହେଁ ନଚେତ ଘରେ ଆଭାଵ ଅନଟନ ରହିବ।

୩ – ହଳଦୀ: ହଳଦୀ ଖାଦ୍ୟ ର ରଙ୍ଗ କୁ ପରିବର୍ତ୍ତନ କରି ଏହାର ଚମକ ଆଣିଥାଏ।ବାସ୍ତୁ ଅନୁସାରେ ରୋଷେଇ ଘରେ ଏହା କେବେ ବି ଶେଷ ହେବା ଉଚିତ ନୁହେଁ ନଚେତ ଘରେ ଆଭାଵ ଅନଟନ ରହିବ।

୪.ଲୁଣ:ଲୁଣ ଆମ ଶରୀର ପାଇଁ ଉପକାରୀ ହୋଇଥାଏ ମାତ୍ର ଏହା ରୋଷେଇ ଘରେ ରଖିବା ଉଚିତ ।ଯଦି ଆପଣ ଏହା ରୋଷେଇ ଘରୁ ସାରିଯାଏ ତାହାକୁ ଅଶୁଭ ବୋଲି ଗ୍ରହଣ କରାଯାଏ।

୫.ଜଳ: କୁହାଯାଏ କି ଜଳ କମ ହେଲେ ବା ଅଧିକ ହେଲେ ଏହା ଆମ ପାଇଁ ବିପଦ ଅଟେ ।କିନ୍ତୁ ରସେଇ ଘରେ ଯେତେ ଅଧିକ ଜଳ ରହିବ ତାହା ଭଲ ମାତ୍ର ଶେଷ ନହେବା ଦରକାର।

Spread the love