ଯଦି କେଉଁଠି କିନ୍ନର ଙ୍କୁ ଦେଖନ୍ତି ତ ତୁରନ୍ତ ମାଗି ନିଅନ୍ତୁ ଏହି ୧ ଜିନିଷ, ଘରେ ହୋଇଥାଏ ଧନର ବର୍ଷା

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ମଣିଷ ଏଥିପାଇଁ ଦିନ ରାତି କଷ୍ଟ କରିଥାନ୍ତି କାରଣ ଏହି ଜୀବନକୁ ଅତିବାହିତ କରିବାକୁ ହେଲେ ଧନର ବହୁତ ଆବଶ୍ୟକତା ରହିଥାଏ ।  ମଣିଷ ଜୀବନରେ କିଛି ନା କିଛି ସମସ୍ୟା ତ ନିଶ୍ଚୟ ରହିଥାଏ ଏହି ସବୁ ସମସ୍ୟାକୁ ଦୂର କରିବା ପାଇଁ ସେ ଅନେକ ପ୍ରକାରର ଉପାୟ କରିଥାଏ । ବନ୍ଧୁଗଣ ମା ଲକ୍ଷ୍ମୀ ହେଉଛନ୍ତି ଧନର ଦେବୀ ଯେଉଁ ଲୋକମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପା ରହିଥାଏ ସେମାନଙ୍କ ଜୀବନରେ କୌଣସି ସମସ୍ୟା ହୋଇନଥାଏ ।  ଆପଣ ମାନେ ସମସ୍ତେ କିନ୍ନର ମାନଙ୍କୁ ନିଶ୍ଚୟ ଦେଖିଥିବେ । ତନ୍ତ୍ର ବିଦ୍ୟା ଆଦିରେ କିନ୍ନର ମାନଙ୍କର ବହୁତ ବଡ ଭୂମିକା ରହିଥାଏ । ଯଦି ବନ୍ଧୁଗଣ ଆପଣଙ୍କ ଜୀବନରେ ଧନ ସମ୍ବନ୍ଧିତ କୌଣସି ସମସ୍ଯା ରହିଛି ତା ହେଲେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ କାରଣ ଆଜିଆମେ ଆପଣ ମାନଙ୍କୁ କିନ୍ନରଙ୍କ ସହ ଜଡିତ ଏପରି କିଛି ଉପାୟ ବିଷୟରେ କହିବାକୁ ଯାଉଛୁ ଯାହାକୁ କରି ଆପଣ ନିଜ ଜୀବନରେ ଥିବା ସମସ୍ତ ସମସ୍ୟାକୁ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ସବୁ ଉପାୟ ଗୁଡିକ ବିଷୟରେ ।

୧. ବନ୍ଧୁଗଣ ଯଦି ଆପଣଙ୍କ ଜୀବନରେ କୌଣସି ଚାଲିଛି ତା ହେଲେ ଆପଣ ବୁଧବାର ଦିନ ଏକ ବୃଦ୍ଧ କିନ୍ନରଙ୍କୁ କିଛି ମୁଦ୍ରା ଦାନ କରନ୍ତୁ ଓ ତାକୁ କୁହନ୍ତୁ, ମୁ ଆଉ କିଛି ଦିନ ପରେ ଯେତେବେଳେ ଆପଣଙ୍କ ପାଖକୁ ଆସିବି ସେତେବେଳେ ଆପଣ ମତେ ଭିକ୍ଷା ସ୍ୱରୂପ ଏକ ଟଙ୍କା ଦେଇଦେବେ । ଏହାପରେ ଆପଣ ୯ ଦିନ ପରେ ସେହି କିନ୍ନରଙ୍କ ପାଖକୁ ଯାଆନ୍ତୁ ଓ ଏକ ଟଙ୍କାର ମୁଦ୍ରା ଭିକ୍ଷା ସ୍ୱରୂପ ନେଇ ଆସନ୍ତୁ । ସେହି ଏକ ଟଙ୍କାକୁ ଏକ ସବୁଜ କପଡାରେ ବାନ୍ଧି ନିଜ ତିଜୋରିରେ ରଖିଦିଅନ୍ତୁ । ବନ୍ଧୁଗଣ ବହୁତ କମ ଦିନ ମଧ୍ୟରେ ଆପଣଙ୍କ ଘରେ ଥିବା ଟଙ୍କା ଦୁଇଗୁଣ ହୋଇଯିବ । ଏହା ସହିତ ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ ।

୨. ବନ୍ଧୁଗଣ କିଛି ନବଜାତ ଶିଶୁ ଜନ୍ମ ହେବା ପରେ କୌଣସି ବୁଧବାର ଦିନ ତାକୁ ନେଇ ଏକ କିନ୍ନରର କୋଳରେ ବସେଇ ଦିଅନ୍ତୁ । କିନ୍ନର ସେହି ଶିଶୁକୁ ଆଶୀର୍ବାଦ ଦେବେ । ବନ୍ଧୁଗଣ କିନ୍ନରଙ୍କ ଆଶୀର୍ବାଦ ପାଇଲେ ଶିଶୁଟି ବଡ ହେବା ପରେ ସମସ୍ତ କ୍ଷେତ୍ରରେ ସଫଳତା ପାଇବ । ଏହା ସହିତ ତା ପାଖରେ କେବେହେଲେ ଧନର ଅଭାବ ହେବ ନାହିଁ ।

Spread the love