ରାଜ୍ୟରେ ‘ଇ-ପାଠଶାଳା’ ଓ ‘ଇ-ମୂଲ୍ୟାୟନ’ ଆରମ୍ଭ

ରାଜ୍ୟରେ ରାଜ୍ୟରେ ‘ଇ-ପାଠଶାଳା’ ଓ ‘ଇ-ମୂଲ୍ୟାୟନ’ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହାଦ୍ୱାରା ପିଲାଙ୍କୁ ଅନଲାଇନରେ ପାଠ ପଢ଼ାଯିବା ସହ ପରୀକ୍ଷା ମଧ୍ୟ କରାଯିବ। ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ କରାଯାଇଛି। ଡିଇଓ ସମ୍ମିଳନୀ ଅବସରରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି।

Spread the love