ରଥଯାତ୍ରା ନୀତି ନିର୍ଘଣ୍ଟ

ଭୋର୍ ୪.୩୦: ମଙ୍ଗଳ ଆଳତୀ
▪️ସକାଳ ୫ଟା: ମଇଲମ, ତଡପଲାଗି, ରୋଷହୋମ
▪️ସକାଳ ୫.୩୦: ଅବକାଶ
▪️ସକାଳ ୫.୪୫: ସୂର୍ଯ୍ୟପୂଜା
▪️ସକାଳ ୬ଟା: ଦ୍ୱାରପାଳ ପୂଜା, ବେଶ ଶେଷ
▪️ସକାଳ ୬.୩୦ରୁ ୭.୩୦:ଗୋପାଳ ବଲ୍ଲଭଓ ସକାଳ ଧୂପ
▪️ସକାଳ ୮ଟା: ରଥ ପ୍ରତିଷ୍ଠା
▪️ସକାଳ ୮.୧୫: ମଙ୍ଗଳାର୍ପଣ
▪️ସକାଳ ୮.୩୦: ପହଣ୍ଡି ଆରମ୍ଭ
▪️ସକାଳ ୧୧.୩୦- ପହଣ୍ଡି ଶେଷ
▪️ଦିନ ୧୨.୪୫ରୁ ଦିନ ୨ଟା- ଛେରା ପହଁରା
▪️ଦିନ ୨ରୁ ୩ଟା ଚାରମାଳ ଫିଟା,
ଘୋଡ଼ା ଓ ସାରଥୀ ଲାଗିବା
▪️ଦିନ ୩ଟା- ରଥଟଣା ଆରମ୍ଭ

 

Spread the love