ପୂର୍ବତନ CBI ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ

ପୂର୍ବତନ CBI ନିର୍ଦ୍ଦେଶକ ଉମାଶଙ୍କର ମିଶ୍ରଙ୍କ ପରଲୋକ । ୨୦୦୩ ମସିହାରେ ଥିଲେ ସିବିଆଇ ନିର୍ଦ୍ଦେଶକ । ୧୯୬୮ ବ୍ୟାଚ IPS ଉମାଶଙ୍କର ମିଶ୍ର । ଓଡ଼ିଶାରୁ ପ୍ରଥମ ସିବିଆଇ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନେଇଥିଲେ ଉମାଶଙ୍କର ମିଶ୍ର । ଅଣ୍ଡରଓ୍ଵାର୍ଲ୍ଡ ଆବୁ ସାଲେମକୁ ଗିରଫ କରିବାରେ ତାଙ୍କ ପ୍ରମୁଖ ଭୂମିକା ଥିଲା ।

Spread the love