ପବନଦୀପ ଏବଂ ଅରୁଣିତାଙ୍କ ନୂଆ ଗୀତ ରିଲିଜ୍‌

ଇଣ୍ଡିଆନ୍ ଆଇଡଲର ବେଷ୍ଟ ଯୋଡ଼ି ପବନଦୀପ ରାଜନ ଏବଂ ଅରୁଣିତା କଞ୍ଜିଲାଲଙ୍କ ନୂଆ ଗୀତ ରିଲିଜ୍ ହୋଇଛି। ଓ ସୈୟୋନି ନାମକ ଏହି ଗୀତକୁ ପବନଦୀପ ଏବଂ ଅରୁଣିତା ‘ହିମେଶ କେ ଦିଲ ସେ’ ଆଲବମ ପାଇଁ ଗାଇଛନ୍ତି। ଏହା ହିମେଶ ରେମଶିଆଙ୍କ ଦ୍ୱାରା ଲିଖିତ ଏବଂ ରଚନା କରାଯାଇଛି । ଏଥି ସହିତ, ଗୀତ ରିଲିଜ୍ ହେବା ମାତ୍ରେ ଏହା ଏକ ଭଲ ପ୍ରତିକ୍ରିୟା ପାଇବାରେ ଲାଗିଛି ।

Spread the love