IPL ଖେଳିବ ଓଡ଼ିଶା, ନୂଆ ଫ୍ରାଞ୍ଚାଇଜ୍‌ ହେବ କଟକ, କିଣିବେ ଜିନ୍ଦଲ ଏବଂ ମାଞ୍ଚେଷ୍ଟର ୟୁନାଇଟେଡ

କଟକ, ୨୧/୧୦: ଓଡିଶାର କଟକକୁ ନେଇ ଆଇପିଏଲ ଫ୍ରାଞ୍ଚାଇଜ୍ କରିବା ପାଇଁ ଯୋଜନା ହେଉଥିବା ଜଣାପଡ଼ିଛି । ଵିସିସିଆଇର ନୂଆ ତାଲିକାରେ କଟକର ନାଁ ରହିଥିବା ସୂଚନା ମଳିଛି । ମାଞ୍ଚେଷ୍ଟର ୟୁନାଇଟେଡର ମାଲିକ ଓ ନଵୀନ ଜିନ୍ଦଲ ନୂଆ ଫ୍ରାଞ୍ଚାଇଜ୍ ମାଲିକ ହେଵା ସହ କଟକ, ଗୌହାଟୀ, ରାଞ୍ଚୀ, ଧର୍ମଶାଳା ଓ ଅହମଦାଵାଦ ମଧ୍ୟରୁ କୌଣସି ସହରକୁ ନୂଆ ନୂଆ ଟିମ୍ କରିବା ପାଇଁ ଵିସିସିଆଇ ପ୍ରସ୍ତାବ ଦେଇଛି ।

Spread the love