୪୬ବର୍ଷ ବୟସରେ ଯାଆଁଳା ଶିଶୁଙ୍କୁ ଜନ୍ମ ଦେଲେ ପ୍ରୀତି ଜିଣ୍ଟା

 ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ତଥା ଆଇପିଏଲର ପଞ୍ଜାବ ଟିମ୍‌ର ମାଲିକାଣୀ ପ୍ରୀତି ଜିଣ୍ଟାଙ୍କ ଘରକୁ ନୂଆ ସଦସ୍ୟ ଆସିଛନ୍ତି। ପ୍ରୀତି ଜିଣ୍ଟା ୪୬ବର୍ଷ ବୟସରେ ଯାଆଁଳା ଶିଶୁଙ୍କ ମା’ ହୋଇଛନ୍ତି।

ପ୍ରୀତି ଜିଣ୍ଟା ନିଜ ସ୍ବାମୀଙ୍କ ସହ ଇନଷ୍ଟାଗ୍ରାମରେ  ଫଟୋ ସହିତ ଏକ ସ୍ପେଶାଲ ନୋଟ ସେୟାର କରି ଏହି ଗୁଡ଼ ନ୍ୟୁଜ ଦେଇଛ

ପ୍ରୀତି କହିଛନ୍ତି, ‘ମୁଁ ଆଜି ଆପଣ ସମସ୍ତଙ୍କ ସହ ମୋର ଏକ ଖୁସି ଖବର ସେୟାର କରିବାକୁ ଚାହୁଁଛି। ଜିନ୍‌ ଆଉ ମୁଁ ବହୁତ ଖୁସି ଅଛୁ। ଆମେ ଆମେ ପରିବାରରେ ନିଜର ଯମଜ ସନ୍ତାନ ଜୟ ଜିଣ୍ଟା ଗୁଡଇନଫ୍‌ ଏବଂ ଜିୟା ଜିଣ୍ଟା ଗୁଡଇନଫ୍‌ଙ୍କୁ ସ୍ବାଗତ କରୁଛୁ। ଆମେ ଜୀବନର ଏହି ଉପହାରକୁ ନେଇ ବହୁତ ଉତ୍ସାହିତ ଅଛୁ। ଏହି ଅବିଶ୍ୱସନୀୟ ଯାତ୍ରାରେ ଆମ ସହ ଥିବା ଡାକ୍ତରମାନେ, ନର୍ସ ଏବଂ ଆମ ସରୋଗେଟ୍‌ଙ୍କୁ ହୃଦୟରୁ ଧନ୍ୟବାଦ।’

Spread the love