ଆଜି ବିଶ୍ୱ ଏଡ଼ସ ଦିବସ

ବିଶ୍ୱ ଏଡ଼ସ ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳା । ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏହି ବାଲୁକାକଳା ର୍ନିମାଣ କରି ଏଡ଼ସ ସଚେତନତା ର ବାର୍ତା ଦେଇଛନ୍ତି । ବିଶ୍ୱବାସୀ ଏଡ଼ସର ଭୟାବହତା ସମ୍ପର୍କରେ ଜାଣିବା ସହ ଏହି ରୋଗରୁ ମୁକ୍ତ ରହିବା ପାଇଁ ସେ ନିବେଦନ କରିଛନ୍ତି।
ବାଲୁକା କଳ ରେ ସେ ଏକ ରେଡ ରିବନ ପ୍ରସ୍ତୁତ କରିବା ସହ ରୋଗରୁ ମୁକ୍ତ ରହିବାକୁ ପରାମର୍ଶ ଦେଇଛନ୍ତି। ପ୍ରାୟ ୧୫ ଟନ ବାଲିରେ ଏହି ସୁନ୍ଦର ବାଲୁକା କଳା ର୍ନିମାଣ ହୋଇଛି।

Spread the love