ବାତ୍ୟା ମୁକାବିଲା ପାଇଁ ଜିଲ୍ଲାପାଳ ନେଲେ ପଦକ୍ଷେପ, ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଛୁଟି ବାତିଲ୍‌

ଗଜପତି, ୦୨।୧୨: ସମ୍ଭାବ୍ୟ ବାତ୍ୟା ଜୱାଦର ମୁକାବିଲା ଗଜପତି ଜିଲ୍ଲାପାଳ ତତ୍ପରତା ପ୍ରକାଶ କରଛନ୍ତି । ଆଜି ଠାରୁ ଅର୍ଥାତ୍ ୦୨.୧୨.୨୧ ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କ ଛୁଟି ଏବଂ ସରକାରୀ ଛୁଟି ବାତିଲ କରିଛନ୍ତି । ଏଥି ସହ ସମସ୍ତ କର୍ମଚାରୀ ନିଜ ନିଜ କାର୍ଯ୍ୟାଳୟରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ଜିଲ୍ଲାପାଳ।

Spread the love