ନୂଆଦିଲ୍ଲୀ ୧୦/୧୨ : ଯେଉଁ ପର୍ଯ୍ୟନ୍ତ ଆକାଶରେ ସୂର୍ଯ୍ୟ ଏବଂ ଚନ୍ଦ୍ର ରହିଥିବେ ସେ ପର୍ଯ୍ୟନ୍ତ ବିପିନ୍ଙ୍କ ନାମ ଅମର ରହିଥିବ । ବିପିନ୍ ରାୱତ୍ ଅମର ରହେ ନାରା ସହ ୧୭ ତୋପ ସଲାମି ମଧ୍ୟରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫନ୍ସ ଷ୍ଟାଫ୍ ଜେନେରାଲ୍ ବିପିନ୍ ରାୱତ ଏବଂ ତାଙ୍କ ପତ୍ନୀ ମଧୁଲିକାଙ୍କ ମରଶରୀର ପଞ୍ଜତତ୍ତ୍ୱରେ ବିଲୀନ ହୋଇଛି ।
Post Views: 340