ଆଜି ମାଣବସା ଗୁରୁବାର ଶେଷ ପାଳି । ଏହି ରାଶିଙ୍କ ଉପରେ ପ୍ରସନ୍ନ ହେଲେ ମହାଲକ୍ଷ୍ମୀ

ଜ୍ଯୋତିଷ ଶାସ୍ତ୍ର ଅନୁସାରେ ୧୨ ଗୋଟି ରାଶି ରହିଛି । ଗ୍ରହ ମାନଙ୍କର ପରିବର୍ତ୍ତନ ଯୋଗୁ ରାଶି ମାନଙ୍କର ପରିବର୍ତ୍ତନ ହୋଇଥାଏ । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଭଲ ଓ ଖରାପ ପରଭାବ ପଡିଥାଏ । ଗ୍ରହ ମାନଙ୍କର ସ୍ଥିତି ବଦଳିବା ଯୋଗୁ ରାଶି ମାନଙ୍କ ଉପରେ ପ୍ରଭାବ ପଡିଥାଏ । ଯାହା ଦ୍ଵାରା ବ୍ୟକ୍ତି ଜୀବନରେ ଖୁସି ଓ ଦୁଖର ସମୟ ଆସିଥାଏ । ତେବେ ଆସନ୍ତା ଡିସେମ୍ବର 16 ରେ ମାଣବସା ଗୁରୁବାରର ଶେଷ ପାଳି ପଡୁଛି ।ତେବେ ଜୋତିଷଙ୍କ ମତରେ ଏହି ଦିନଠୁ ହଠାତ ବଦଳିବାକୁ ଲାଗିବ 4 ଟି ରାଶିଙ୍କ ଭାଗ୍ୟ । ତେବେ କଣ ହେବ ଭାଗ୍ୟରେ ପରିବର୍ତ୍ତନ ଏବଂ ଏହିଥିରେ କେଉଁ ସବୁ ରାଶି ମାନେ ଉପକୃତ ହେବେ ଆସନ୍ତୁ ଜାଣିନେବା ।

ତୁଳା ରାଶି : ଏହି ରାଶିର ଲୋକ ମାନଙ୍କ ଜୀବନରେ ଧନର ଆଗମନ ହେବା ସହ ନୂତନ ବ୍ୟବସାୟ ଆରମ୍ଭ କରିବେ । ମା ଲକ୍ଷ୍ମୀଙ୍କ କୃପା ଆପଣଙ୍କ ଉପରେ ରହିବ । ସମାଜ ରେ ଆପଣଙ୍କର କୀର୍ତ୍ତି ସ୍ଥାପନ ହେବ । ଆପଣ ଯେତେ ଆଶା କରିଥିବେ ତା ତହରୁ ଅଧିକ ଫଳ ଆପଣଙ୍କୁ ଦେଖିବାକୁ ମିଳିବ । ଚାକିରି କ୍ଷେତ୍ର ରେ ଆପଣଙ୍କର ପ୍ରମୋଶନ ହୋଇପାରେ । ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ ।

କୁମ୍ଭ ରାଶି : ଏହି ରାଶିର ଲୋକ ମାନଙ୍କ ଉପରେ ମା ଲକ୍ଷ୍ମୀ ଙ୍କ କୃପାରୁ ଅଚାନକ ଧନ ଲାଭ ହେବ । ଦାଂପତ୍ଯ ଜୀବନ ଆପଣଙ୍କର ସୁଖମୟ ରହିବ । ଆପଣଙ୍କର ସବୁ ଇଚ୍ଛା ପୂରଣ ହେବାର ସମୟ ଆସି ଯାଇଛି । ଛାତ୍ର ମାନେ ପାଠ ପଢା ରେ ମନ ନିବେଶ କରିବେ । ତେବେ ଏହି ଶେଷ ଗୁରୁବାରଠାରୁ ମାହା ଲକ୍ଷ୍ଣୀଙ୍କ ବିଶେଷ କୃପା ଏହି ରାଶି ଉପରେ ରହିବ ।

ବୃଷ ରାଶି : ଏହି ରାଶିର ଲୋକ ମାନଙ୍କ ଉପରେ ମା ଲକ୍ଷ୍ମୀଙ୍କ କୃପାରୁ ସଫଳତା ମିଳିବାର ଯୋଗ ରହିଛି । ଆପଣଙ୍କର ଧନ ଲାଭ ହେବ । କୌଣସି କ୍ଷେତ୍ରରେ ଉନ୍ନତି କରିବା ସହ ନୂଆ ପରିଚୟ ସୃଷ୍ଟି କରିବେ । ଆଗାମୀ ସମୟରେ ଆପଣଙ୍କର ଭାଗ୍ୟ ଚମକିବାକୁ ଯାଉଛି । ଆପଣଙ୍କର ସମୟ ଖୁସି ପୂର୍ଣ୍ଣ ରହିବ । ତେବେ ଆଗାମୀ 16 ରୁ ବଦଳିବ ଆପଣଙ୍କର ଭାଗ୍ୟ ।

କନ୍ୟା ରାଶି : ଏହି ରାଶିର ଲୋକ ମାନଙ୍କର ମା ଲକ୍ଷ୍ମୀଙ୍କ କୃପାରୁ କଠିନରୁ କଠିନ କାମରେ ସଫଳ ହେବେ । ଅପାର ଧନ ସମ୍ପତି ହାସଲ କରିବେ । ଆପଣଙ୍କର ପରିବାରର ସଦସ୍ୟଙ୍କ ପାଇଁ ନୂଆ ଜିନିଷ କିଣିବେ । କୌଣସି ମାଙ୍ଗଳିକ କାର୍ଯ୍ୟରେ ଗୃହରେ ଆରମ୍ଭ ହୋଇପାରେ ।

 

Spread the love