ନୂଆ ବର୍ଷରେ ନୂଆ ନିଯୁକ୍ତି ASO 796 ଖାଲି ପଦବୀ

ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆବର୍ଷରେ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ମୋଟ ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ନିମିତ୍ତ ବିଜ୍ଞାପନ ବାହାରିଛି । ସଫଳ ପ୍ରାର୍ଥୀମାନଙ୍କୁ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଅଧୀନରେ ଗ୍ରୁପ-B  ରାଙ୍କରେ ସେକ୍ରେଟାରିଏଟରେ ନିଯୁକ୍ତି ମିଳିବ । ଆଶାୟୀ ଛାତ୍ରଛାତ୍ରୀମାନେ ନିମ୍ନ ପ୍ରଦତ୍ତ ବିଜ୍ଞାପନ ଲିଙ୍କରେ କ୍ଲିକ କରି ସବିଶେଷ ତଥ୍ୟ ପାଇ ପାରିବେ ।ପାର୍ଥିଙ୍କ ଶିକ୍ଷାଗତ ଯୋଗ୍ୟତା ଗ୍ରାଜୁଏସନ।

ଦରମା -୩୫,୪୦୦।

ବୟସ୨୧-୩୨ବର୍ଷ।

ଆବେଦନ ଫିସ-୫୦୦(SC,ST, PWD ମାନଙ୍କ ପାଇଁ ଛାଡ଼)।ଅନଲାଇନ ଆବେଦନ ତାରିଖ-୨୦/୧/୨୨।

ଅନଲାଇନ ଆବେଦନ ଅନ୍ତିମ ତାରିଖ-୧୯/୨/୨୨।

ଅଫିସିଆଲନୋଟିଫିକେସନhttps://img.freejobalert.com/uploads/2022/01/Notification-OPSC-Asst.-Section-Officer-Posts.pdf।

ଅଫିସିଆଲୱେବସାଇଟhttps://www.opsc.gov.in/Public/OPSC/Default.aspx

Spread the love